ବଡମ୍ବା ବନ ବିଭାଗ ର ଚଢ଼ାଉ ରେ ଦୁଇ ଶିକାରୀ ଗିରଫ

0 10

କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ବଡମ୍ବା ବନାଞ୍ଚଳ ର ଚଢ଼ାଉରେ ବିଳମ୍ବିତ ରାତିରେ ଦୁଇ ଶିକାରୀ ଗିରଫ ଓଲବ ରିର୍ଜବ ଫରେଷ୍ଟ ଏହି ଶିକାରୀ ମାନେ ପ୍ରତି ଦିନ ବନ୍ୟଜନ୍ତୁଙ୍କୁ ଶିକାର କରିଥାନ୍ତି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନ ର୍କମଚାରି ମାନେ ଅଚୁତ ପୁରୁ ଗ୍ରାମ ରସୁବଳ ନାଏକ ଏବଂ କୋଇନି ନାଏକ ଓଲବ ରିର୍ଜବ ଜଙ୍ଗଲ ରୁ ରାତିଅଧିଆ ଚଢ଼ାଉ କରି ଦୁଇ ଜଣ ଶିକାରୀକୁ ଗିରଫ କରିବା ଶହ ଦୁଇଟି ଦେଶୀ ବନ୍ଧୁକ ଏବଂ ଗୁଳି ଜବତ କରିଛନ୍ତି l ଆଠଗଡ ଡିଏଫ ଓ ସୁଦର୍ଶନ ଗୋପୀନାଥ ଯାଦବ ଘଟଣା ତଦନ୍ତ କରିବାସହ ବନାଞ୍ଚଳ ରେ ଆଉ ଯୋଉ ମାନେ ବନ ଜନ୍ତୁ କୁ ଶିକାର କରୁଛନ୍ତୁ ତାହାଙ୍କ ଉପରେ କଡା ନଜର ରଖିବାକୁ ବଡମ୍ବା ବନାଞ୍ଚଳ ଅଧିକାରୀ ମନୋଜ ଦାସ ଙ୍କୁ ର୍ନିଦେଶ ଦେଇ ଛନ୍ତି l

ବଡମ୍ବା ଇପିଏ ରୁ ତପନ କୁମାର ସେଠ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.