ବହୁଚର୍ଚ୍ଚିତ ବଲାଙ୍ଗିର ମୋବାଇଲ ଲୁଟେରା ଧରାପଡିଲେ ବିହାରୁ

0 4

ରିମାଣ୍ଡରେ ଆଣି ଡେମୋ ଦେଖାଇଲେ ଲୁଟେରା

ବଲାଙ୍ଗୀର ସହର ସ୍ଥିତ ଡେଲି ମାର୍କେଟ ତଥା ରମାଇଁ ସିନେମା ହଲ ରୋଡ଼ ନିକଟରେ ଏକ ମୋବାଇଲ ଦୋକାନରୁ ଗତ ୧୪ ତାରିଖ ରାତିରେ ପ୍ରାୟ ୫୦ ଲକ୍ଷ ଟଙ୍କାର ବଡ଼ ଧରଣର ମୋବାଇଲ ଲୁଟ ହୋଇଥିଲା। ଉକ୍ତ ଘଟଣା ନେଇ ବଲାଙ୍ଗୀର ପୋଲିସ ତଦନ୍ତ କରି ବିହାରର ଗୋରାସାହାନରୁ ୩ ଜଣ ଅଭିଯୁକ୍ତଙ୍କୁ ଠାବ କରୁଥିଲା ।

ସେମାନଙ୍କ ଠାରୁ ୧୧୩ଟି ଦାମୀ ମୋବାଇଲ ଜବତ କରାଯାଇଥିବା କାଲି ସାମ୍ବାଦିକ ସମ୍ବିଳନୀ ରେ SP ନିତିନ କୁସଲକର ସୂଚନା ଦେଥିବା ବେଳେ ଆଜି SDPO ତୁଫାଂନ ବାଗ କଂ ସହିତ କେ ପ୍ରିୟଙ୍କା ରାଉତ ରାଏ କଂ ସମେତ ଟାଉନ ଥାନା ର ଅନେକ କର୍ମଚାରୀ ସାମିଲ ହୋଇ ଲୁଟେରା ମାନ କୁଂ ନେଇ ଏକ ଡେମୋ ଦେଖାଇଥିଲେ ଲୁଟେରା କେମିତି ସଟର ର ତାଲା କାଟି ବା ଠୁ ନେଇ କେମିତି ଫେରା ମାରିଥିଲେ ଲୁଟେରା ତାହା ଟାଉନ ପୋଲିସ ଆଗରେ ଦେଖାଇ ଥିଲା ଡେମୋ l

ବଲାଙ୍ଗୀର ଈପିଏ ରୁ ଅଞ୍ଜୁ ପୃଷ୍ଟି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.