ବାଲ୍ୟ ବିବାହ ରୋକିବାକୁ ଜିଲ୍ଲା ପ୍ରଶାସନ ର ପ୍ରୟାସ
ବୌଦ୍ଧ : ଶିଶୁ ବିକାଶ ପ୍ରକଳ୍ପ ତଥା ବାଲ୍ୟ ବିବାହ ନିଷେଧ କାରିଣୀ,ମିନତୀ ଦେଓ,ବୌଦ୍ଧ, ସଂଯୋଜିକା, ଚାଇଲଡ଼ ଲାଇନ ବୌଦ୍ଧ, ବବିନା ନାଏକ, କଲ୍ୟାଣି ଶତପଥି,ସୁପରଭ।ଇସର,ବୌଦ୍ଧ, ମନମୁଣ୍ଡା ପୋଲିସ ଷ୍ଟେସନ,ହାବିଲଦାର, କିଷାନ ଚନ୍ଦ୍ର ପାଣ୍ଡେ, କଂସ୍ଟବଲ, ଉମେଷ ଚନ୍ଦ୍ର ଜ।ନି,ଚାଇଲଡ଼ ଲ।ଇନ ର କାଉସେଲର ସୁଧାମୟୀ ରଥ, ସଦସ୍ୟ ହରପ୍ରସାଦ ତ୍ରିପାଠୀ, ପ୍ରେମସିଳ। ପ୍ରଧାନ, ଅଙ୍ଗନବାଡି ୱ।ର୍କର(ବଗଡ଼ିଆ) ଏବଂ ସଂଜୁଲତା ଦଣ୍ଡସେନା ବଗଡ଼ିଆ, ରୋକ୍ସ।,ଦାହ୍ୟ। କୁ ଯାଇ ବାଲ୍ୟ ବିବାହ କୁ ହେବାକୁ ଯାଉଥିବା କନ୍ୟା ଟିକୁ,ପିତା ମାତା ଙ୍କୁ ସଚେତନ କରିପାରିଛନ୍ତି। ଝିଅ ଟିର ନିର୍ଭନ୍ଧ ସରିଥିଲା କିନ୍ତୁ ଯେଉଁ ପର୍ଯ୍ୟନ୍ତ ୧୮ ବୟସ ନପୁରିବା ପର୍ଯ୍ୟନ୍ତ ପିତା ମାତା ଙ୍କ ଠାରୁ ଏକ ଚୁକ୍ତିନାମା ପତ୍ର କରିଛନ୍ତି। ଯଦି ବିଚ୍ୟୁତ ହେବେ ତେବେ ଆଇନ ଅନୁଯାୟୀ ଦଣ୍ଡନୀୟ ହେବେ ବୋଲି ସେହି ପତ୍ର ରେ ମଧ୍ୟ ଉଲେଖ କରିଯାଇଛି।
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )