ବୌଦ୍ଧ ଆଦର୍ଶ ଥାନl ଆଇ. ଆଇ. ସି. ତପସ୍ୱିନୀ କଁଅର ଙ୍କ ଡି. ଏସ. ପି ପାହ୍ୟା କୁ ପଦୋନ୍ନତି
ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ସଂଖ୍ୟା :-46188 ତା.28.12.2021ରେ ରାଜ୍ୟ ପୋଲିସ ବିଭାଗ ର କାର୍ଯ୍ୟରତ 59ଜଣ ଇନ୍ସପେକ୍ଟର ଡି. ଏସ. ପି. ପାହ୍ୟା କୁ ପଦୋନ୍ନତି ପାଇଛନ୍ତି l ପ୍ରକାଶିତ ତାଲିକା ରେବୌଦ୍ଧ ଆଦର୍ଶ ଥାନା ଆଇ. ଆଇ. ସି., ତପସ୍ବିନୀ କଁଅର ଙ୍କ ପଦୋନ୍ନତି ପରେ ମାଡାମ ଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ପ୍ରଶସଂକ ଙ୍କ ସୁଅ ଛୁଟୁଛି l ତପସ୍ବୀନି କଁଅର 31.7.2010- 4.8.2010 ପର୍ଯ୍ୟନ୍ତ,10.2.2011 ରୁ 23.5.2011 ରିଖ ପର୍ଯ୍ୟନ୍ତ ଏବଂ 5.10.2018 ରୁ ଅଦ୍ୟl ବଧି ଦକ୍ଷତା ର ସହ ନିଜ ଦାୟିତ୍ୱ ନିର୍ବାହ କରିଛନ୍ତି l ଅଦ୍ୟ ତା.29.12.2021 ରିଖ ଅପରାହ୍ନ ରେ ଆଇ. ଆଇ. ସି. ତପସ୍ବିନୀ କଁଅର ଙ୍କୁ ସୌଜନ୍ୟମୂଳକ ସାକ୍ଷ୍ୟାତ କରି ଶୁଭେଚ୍ଛା ଜଣାଇ ଥିଲେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ l କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ସୌଜନ୍ୟ ମୂଳକ ସାକ୍ଷାତ କରି ସୁଶ୍ରୀ କଅଁର ଙ୍କୁ ଅଭିନନ୍ଦନ ଜଣାଇଛନ୍ତି l
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )