ଭଦ୍ରକ ଜିଲ୍ଲା ସ୍ଵୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଦୁଇ ଛାତ୍ରି ଆସୁଥିବା ବେଳେ ସ୍କୁଟି ରେ ଫଳ ରେ କଲେଜ ଫାଟକ ପାଖ ରେ ଛୋଟ ଗେଟ ଯୋଗୁ ଗୋଟିଏ ଟ୍ରକ ଚାଳକ ଆସି ଛାତ୍ରୀ ଙ୍କୁ ଦୂର୍ଘଟଣା କରିଥିଲା ଫଳ ରେ ଭଦ୍ରକ କଲେଜ ପରିସର ରେ ସମସ୍ତ ଛାତ୍ର ଛାତ୍ରୀ ଛାତ୍ର ଉତ୍ତେଜନା ସୃଷ୍ଟି କରିଥିଲେ ।ଦୂର୍ଘଟଣା ଘଟାଇ ଥିବା ଟ୍ରକକୁ ଭାଙ୍ଗିଲେ ଉତ୍ୟକ୍ତ ଛାତ୍ର। ଛାତ୍ରୀ ମାନେ ଏବଂ ଦୁର୍ଘଟଣା ରେ ସ୍ଵିକାର ହୋଇ ଆହତ ଅବସ୍ଥା ରେ ମେଡିକାଲରେ ଭର୍ତ୍ତି ହୋଇଛି ଦୁଇ ଜଣ ଛାତ୍ରି ।କଲେଜ ମୁଖ୍ୟ ଫାଟକକୁ ତାଲା ପକାଇ ନାରାବାଜି ଦେଉଛନ୍ତି ଛାତ୍ର, ଘଟଣାସ୍ଥଳରେ ଭଦ୍ରକ ଟାଉନ ଥାନା ପୋଲିସ ଉମାଶଙ୍କର ନାୟକ ଏବଂ ତହସିଲଦାର ସମସ୍ତେ ଛାତ୍ର ଛାତ୍ରୀ ଙ୍କୁ ବୁଝା ବୁଝି କରିଥିଲେ । ଜଣେ ଛାତ୍ରି ତାଙ୍କ ନାମ ଆୟସା ମିର୍ଜା ଘର ପୁରୁଣା ବଜାର ଏବଂ ଅନ୍ୟ ଜଣେ ଆଦ୍ୟାସା ପଣ୍ଡା ବୋଲି ଜଣା ପଡିଛି ।
ଭଦ୍ରକ ଇପିଏ ରୁ ଲିପିକା ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )