ବିନ୍ଦୁ ସାଗର ଖାଁ ଖାଁ
ଭୁବନେଶ୍ୱର : କୋଭିଡ ଯୋଗୁ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାଳୟା ଶ୍ରାଦ୍ଧ ଭୁବନେଶ୍ୱର ବିନ୍ଦୁ ସାଗର ରେ ସରକାରଙ୍କ ନିର୍ଦେଶ କ୍ରମେ ବାରଣ କରା ଯାଇଥିଲା l ଏହା ସତ୍ଵ ବହୁ ଲୋକେ ଆସି ଫେରିବାର ଦେଖିବାକୁ ମିଳିଥିଲା l ଗତ କାଲି ଡେରି ରେ ବିଏମସି ପକ୍ଷରୁ ପ୍ରକାଶ ପାଇଥିବା ନିର୍ଦେଶ ଲୋକେ ଜାଣି ନାହାନ୍ତି ବୋଲି ଲୋକେ ପ୍ରକାଶ କରିଥିଲେ l ତଥାପି ବହୁ ଲୋକେ ବିନ୍ଦୁ ସାଗର ର ଦୂର ରୁ ରହି ରାସ୍ତା କଡ, ମନ୍ଦିର ପଛ , ଏମିତି ଅନେକ ସ୍ଥାନରେ ପିଣ୍ଡ ଦେବାର ଲକ୍ଷ କରା ଯାଇଥିଲା l
ଭୁବନେଶ୍ୱର ଇପିଏ ରୁ ବିରୁ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )