ମାନସିକ ବିକୃତ ମହିଳାଙ୍କୁ ଉଦ୍ଧାର
ବୌଦ୍ଧ: ତା.03/11/21 ରେ ବୌଦ୍ଧ ଜିଲ୍ଳା ପ୍ରଶାସନ ଓ ଆଶ୍ରୟ (SUH) ବୌଦ୍ଧ ଙ୍କ ମିଳିତ ଉଦ୍ୟମରେ କଣ୍ଟାମାଳ ଠାରୁ ଉଦ୍ଧାର କରାଯାଇଥିବା ଭାରତୀ ଦାସ ନାମ୍ନୀ ଜନୈକ ମାନସିକ ବିକୃତ ମହିଳାଙ୍କୁ ସ୍ଥାୟୀ ଥଇଥାନ ଓ ସୁରକ୍ଷା ନିମନ୍ତେ ପୁରୀ ଜିଲ୍ଲା ରେ ଥିବା ନୀଳାଚଳ ସେବା ପ୍ରତିଷ୍ଠାନ ନାମକ ଏକ ସଂସ୍ଥା କୁ ଜିଲ୍ଳା ପାଲ ଙ୍କ ଅନୁମତି କ୍ରମେ ଆଜି 16/11 /021 ଦିନ ସ୍ଥାନାନ୍ତରିତ କରାଯାଇଛି l
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )