ମିଳିତ କୃଷକ ମୋର୍ଚ୍ଚାର ଘୋଷଣା
ନୂଆ ଦିଲ୍ଲୀ: ୩୭୮ ଦିନ ପରେ ଦିଲ୍ଲୀ ସୀମାରୁ ହଟିଲା ଚାଷୀ ଆନ୍ଦୋଳନ । ଆସନ୍ତା ୧୧ ତାରିଖରେ ଘରକୁ ଫେରିବେ ଆନ୍ଦୋଳନରତ କୃଷକ । ମିଳିତ କୃଷକ ମୋର୍ଚ୍ଚାର ଘୋଷଣା । ୧୫ ଜାନୁଆରୀରେ ପୁଣି ବସିବ ବୈଠକ ।
ଇପିଏ ରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )