ରକ୍ତ ଦାନ ଶିବିର ଅନୁଷ୍ଠିତ

0 4

ଭଦ୍ରକ ବ୍ଲକ ଅନ୍ତର୍ଗତ ଗେଲଟୁଆ ଗ୍ରାମ ପଞ୍ଚାୟତ ହରିହର ସରକାରୀ ଉପ୍ରା ବିଦ୍ୟାଳୟ ପରିସର ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଆହ୍ବାନ କ୍ରମେ ଓଡ଼ିଶା ମୋ ପରିବାର ଯୋଜନା ରେ ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକଙ୍କ ତତ୍ତ୍ଵାବଧାନରେ ଗେଲଟୁଆ ଗ୍ରାମ ପଞ୍ଚାୟତର ସରପଞ୍ଚ ସରୋଜ କୁମାର ଦାଶ ଙ୍କ ସହଯୋଗ ରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ଉକ୍ତ ରକ୍ତଦାନ ଶିବିର ରେ ସୂଛାକୃତ ଭାବରେ ଗେଲଟୁଆ ଗ୍ରାମ ପଞ୍ଚାୟତର ସରପଞ୍ଚ ସମେତ ୫୫ ୟୁନିଟ ଉଭୟ ପୁରୁଷ ଓ ମହିଳା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଆହ୍ବାନ କୁ ସମ୍ମାନ ଦେଇଛନ୍ତି ଲ ଏହି ରକ୍ତ ଦାନ ଶିବିର ଟିକୁ ଗେଲଟୁଆ ଗ୍ରାମ ପଞ୍ଚାୟତର ଯୁବକ ମାନେ ରାଜେଶ ଦାସ, ଜୀବନ ପଣ୍ଡା,ରାଜେଶ ମହୁନ୍ତ,ନିରୋଜ ସାହୁ, ଅନିତା ଲେଙ୍କା, ନିବେଦିତା ଯେନା, ଉପେନ୍ଦ୍ର ପଣ୍ଡା,ଲକି ଦାସ୍,ପ୍ରଭାତି ପାଢ଼ୀ, କ୍ଷୀରୋଦ କୁମାର ଦାସ ଓ ଗଗନ ବିଶ୍ୱାଳ ସହଯୋଗ କରିଥିଲେ l

ଭଦ୍ରକ ଜିଲା ଇପିଏ ରୁ ଲିପିକା ରାଉତଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.