ରାଜ୍ୟରେ ନୂଆ ଡିଜିପି ଭାବେ ୨୦୨୨ ଜାନୁଆରୀ ପ୍ରଥମରେ ଦାୟିତ୍ୱ ନେବେ ସୁନୀଲ କୁମାର ବଂଶଲ
ଆଇପିଏସ ସୁନୀଲ କୁମାର ବଂଶଲ ହେବେ ପରବର୍ତ୍ତୀ ଡିଜିପି, ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ନୂଆବର୍ଷରୁ ଦାୟିତ୍ୱ ନେବେ ନୂଆ ଡିଜିପି । ଆରପିଏସ ସୁନୀଲ୍ କୁମାର ବଂଶଲ ବର୍ତ୍ତମାନ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ।
ଇପିଏରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )