ରାୟଗଡ ଜିଲ୍ଲାର ଆଉ ଏକ ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କ ଯୋଗଦାନ

0 36

ରାୟଗଡ ଜିଲ୍ଲାକୁ ଆଉ ଜଣେ ନୂତନ ଅତିରିକ୍ତ ଜିଲ୍ଲାପାଳ ଗତ ତା.୨୭/୧/୨୧ ରିଖ ଦିନ ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ମୟୁରଭଞ୍ଜ ଜିଲ୍ଲାର ବାମଘାଟୀ ଉପଖଣ୍ଡ, ରାଇରଙ୍ଗପୁର ଠାରେ ଉପଜିଲ୍ଲାପାଳ ଭାବରେ ତିନିବର୍ଷରୁ ଉର୍ଦ୍ଧ୍ବ ହେବ କାର୍ଯ୍ୟ କରିବା ସହ ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାଇରଙ୍ଗପୁରର ପ୍ରକଳ୍ପ ପ୍ରଶାସକ ଭାବେ ସୂଚାରୂ ରୂପେ କାର୍ଯ୍ୟ ତୁଲାଉଥିଲେ। ଶ୍ରୀ ଧର୍ମେନ୍ଦ୍ର ବେହେରାଙ୍କ(ଏଡିଏମ-୨) ଜିଲ୍ଲାରେ ଯୋଗଦାନ ଫଳରେ ବର୍ତ୍ତମାନ ଦୁଇଜଣ ଅତିରିକ୍ତ ଜିଲ୍ଲାପାଳ ଜିଲ୍ଲାରେ କାର୍ଯ୍ୟ କରିବେ ଏହା ପୂର୍ବରୁ ସମୋନାଥ ପ୍ରଧାନ ଯୋଗ ଦେଇଥିଲେ ।

ରାୟଗଡ ଜିଲ୍ଲା ଇପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ​ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.