ହୁ ହୁ ହୋଇ ବଢିଚାଲିଛି ପେଟ୍ରୋଲ ଦର, ପେଟ୍ରୋଲ ଚାଳିତ ବାଇକି ଚଳାଇବା ବ୍ୟୟ ସାପେକ୍ଷ ହେଉଛି ଫଳରେ ବାଇକି ଚାଳକ ପେଟ୍ରୋଲ ଜାନ ଉପରୁ ନଜର ଫେରାଇ ବିଜୁଳି ଚାଳିତ ଦୁଇ ଚକିଆ ଜାନକୁ ପସନ୍ଦ କରୁଛନ୍ତି। ଦିନକୁ ଦିନ ଇଲେକ୍ଟ୍ରି ଜାନ ର ଚାହିଦା ବଢିବାରେ ଲାଗିଛି, ସରକାର ମଧ୍ୟ ଏହା ଉପରେ ଡିସି କାଉଣ୍ଟ ବି ରଖି ବିକ୍ରେତା ମାନଙ୍କୁ କହିଛନ୍ତି ବିକିବା ଲାଗି, ଫଳରେ ଇଲେକ୍ଟ୍ରି ବାଇକି ର ବିକ୍ରି ବଢିଚାଲିଛି ଏଥିରେ ବ୍ୟାବସାୟି ଉତ୍ସାହିତ ହେବା ସହିତ ଏହାକୁ କିଣିବା ଲାଗି ବୟସ୍କ ଓ ତରୁଣୀ ମାନେ ଆଗ୍ରହ ପ୍ରକାଶ କରୁଛନ୍ତି l
ତିର୍ତୋଲ ଇପିଏ ରୁଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )