ସ୍ବର୍ଣ୍ଣିମ ବିଜୟ ସ୍ମାରକୀ ଜ୍ୟୋତି ଗୋପାଳପୁର ମିଲଟାରୀ ଷ୍ଟେସନରୁ ବିଧିବଦ୍ଧ ବ୍ୟବସ୍ଥିତି ଆର୍ମି-ବିଧାନକ୍ରମେ ବିଦାୟ
ଭାରତୀୟ ପ୍ରତିରକ୍ଷା ବାହିନୀ ର ସ୍ବର୍ଣ୍ଣିମ ବିଜୟ ସ୍ମାରକୀ ଜ୍ୟୋତି ଗୋପାଳପୁର ମିଲଟାରୀ ଷ୍ଟେସନ ରୁ ବିଦାୟ ସମ୍ବର୍ଦ୍ଧନା କରାଯାଇଛି । ବିଧିବଦ୍ଧ ଭାବେ ସମ୍ମାନ ପ୍ରଦର୍ଶନ ସହ ଅଖଣ୍ଡ ସ୍ମାରକୀ ଏହି ବିଜୟ ମଶାଲ କୁ ଭବ୍ୟ ସମ୍ବର୍ଦ୍ଧନା ର ସହ ବିଦାୟ ସମ୍ମାନ ଦିଆଯାଇଥିବା ଏହି ସ୍ବର୍ଣ୍ଣିମ ଜ୍ୟୋତି ରାଜଧାନୀ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିବା ବେଳେ ବାଟରେ ଭାରତୀୟ ନୌବାହିନୀ କେନ୍ଦ୍ର ଚିଲ୍ଲିକା ରେ ପ୍ରତୀକ ରହଣି ଓ ସେଠାରେ ସ୍ବର୍ଣ୍ଣିମ ବିଜୟ ସ୍ମାରକୀ ପାଳନ ଉତ୍ସବ ସମାହିତ ହେବାର ଆୟୋଜନ କାର୍ଯ୍ୟକ୍ରମ ରହିଛି ବୋଲି ଜଣାଯାଇଛି ।
ଗଂଜାମ ଇପିଏ ରୁ କେ ସତ୍ୟନାରାୟଣ ରେଡି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )