ଭଦ୍ରକ ଜିଲ୍ଲା ସ୍ଥାନୀୟ ଟାଉନ ହଲ ରେ ନୂତନ ମଧୁବାବୁ ଯୋଜନା ରେ ୧୦୪ ଜଣ ଙ୍କୁ ପେନସନ୍ ହିତାଧିକାରୀ ଙ୍କୁ ଭତ୍ତା ବାଣ୍ଟିଲେ ଭଦ୍ରକ ବିଧାୟକ ସଂଜୀବ ମାଲିକ । ଭଦ୍ରକ ଟାଉନ ହଲ ରେ ବିଭିନ୍ନ ପଂଚାୟତ ସମିତି କାର୍ଯ୍ୟଲୟ ପକ୍ଷ ରୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ସମସ୍ତେ ଆସିଥିଲେ । ମୁଖ୍ୟ ଅତିଥି ଭାବରେ ଭଦ୍ରକ ବିଧାୟକ ସଂଜୀବ ମଲିକ ଯୋଗ ଦେଇ ୧୦୪ ଜଣ ହିତାଧିକାରୀ ମାନଙ୍କୁ ନୂତନ ମଧୁବାବୁ ଭତ୍ତା ବଣ୍ଟନ କରିଯାଇଥିଲା । ବିଧାୟକ ଙ୍କ ଏପରି କାର୍ଯ୍ୟ ଦେଖି ସମସ୍ତେ ପ୍ରଶଂସା କରିଛନ୍ତି ।
ଭଦ୍ରକ ଇପିଏ ରୁ ଲିପିକା ରାଉତଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )