୩୫ତମ ଶ୍ରାଦ୍ଧ ଦିବସ
ଅତି ନିଜର କୃଷକ ବନ୍ଧୁ ଓ ଟିଟିଲାଗଡ ର ହିନ୍ଦୁସ୍ତାନ ସିଡ୍ସ୍ର ଗ୍ରୁପ ଅଫ କମ୍ପାନୀ ର ପ୍ରତିଷ୍ଠାତା ସ୍ବର୍ଗତ ଘନଶ୍ୟାମ ଦାସ କେଜ୍ରିୱାଲଙ୍କ ୩୫ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ସମସ୍ତ କେଜ୍ରିୱାଲ ପରିବାରବର୍ଗ, ବନ୍ଧୁଗଣ ଓ ହିନ୍ଦୁସ୍ତାନ ସିଡ୍ସ୍ର ଗୃପ ର ସମସ୍ତ କର୍ମଚାରୀ ବୃନ୍ଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି l
ଟିଟିଲାଗଡ ଇପିଏ ରୁ ବ୍ୟୁରୋ ରିପୋଟର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )