40 ରୂ ଉର୍ଦ୍ଧ ପରିବାର ଜଳବନ୍ଦୀ

0 20

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଲିକାପୁର ପଂଚାୟତ ଦାଣ୍ଡିସାହି ଗ୍ରାମରେ ନିକଟସ୍ତ କଣ୍ଟାପଡା ଠାରେ ନଦୀରେ ଘାଇ ସୃଷ୍ଟି ହୋଇଥିବାରୁ ବନ୍ୟାଜଲ ପ୍ରବେଶ କରି ପାଖାପାଖି 40 ରୂ ଉର୍ଦ୍ଧ ପରିବାର ଜଳବନ୍ଦୀ ହୋଇ ରହିଛନ୍ତି | ଏଭଳି ସ୍ଥିତି ରେ ପଂଚାୟତ ର ସରପଞ୍ଚ କିମ୍ବା ପ୍ରଶାସନ ତରଫରୁ କୌଣସି ସହାୟତା ମିଳି ନଥିବାରୁ ଗ୍ରାମ ବାସୀ କ୍ଷୋଭ ପ୍ରକାଶ କରିଛନ୍ତି | ଏଭଳି ସ୍ଥଳେ ମହାନ୍ତିପଟଣା ଗ୍ରାମର ଦୀପ୍ତି ରଞ୍ଜନ ମାଲିକ, ରାକେଶ ବାରିକ, ସୁଶାନ୍ତ ଦଶ ଆଦି ଙ୍କ ସହ ଅନ୍ୟମାନେ ନିଜସ୍ୱ ଖର୍ଚ୍ଚ ରୂ ପ୍ରପୀଡ଼ିତ ପରିବାର ନିକଟରେ ପହଂଚିବା ସହ ଶୁଖିଲା ଖାଦ୍ୟ, ମହମବତୀ ଆଦି ପ୍ରଦାନ କରିଛନ୍ତି

ଯାଜପୁର ଜିଲା ଇପିଏ ଦଶରଥପୁର ରୁ ସୀତାଂଶୁ ଶେଖରଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.