ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ 5ଟି ସଚିବ ଜଗା ଦର୍ଶନ
ଭୋରରୁ 5ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ପୁରୀ ଗସ୍ତ ରେ ମହାପ୍ରଭୁ ଙ୍କ ଦର୍ଶନ ଲାଭ କରିଛନ୍ତି | 5ଟି ସଚିବ ପୁରୀ ଗସ୍ଥରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ କରିବା ସହ ବେଢା ପରିକ୍ରମା, ବିମଳା ମନ୍ଦିର ଓ ପାର୍ଶ୍ଵଦେବାଦେବୀ ମନ୍ଦିର ଦର୍ଶନ କରିଥିଲେ | ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ | ଏନେଇ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ଶ୍ରୀମନ୍ଦିର ଗସ୍ଥରେ ଆସି ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି | ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଅଗ୍ରଗତି ନେଇ ମଧ୍ଯ ଅନୁଧ୍ୟାନ କରିଛନ୍ତି l
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )