ତିର୍ତୋଲ : ନବିନୀ ସରକାର ର ଚେଇଁ ଶୋଇବା ଗୁଣ କୁ କେଞ୍ଚି କରି ଉଠାଇବା ଲାଗି ତିର୍ତ୍ତୋଲ କଂଗ୍ରେସେ ସଂଗଠନ ସାରଳା ସୂତାକଳ ଆଗରେ ପ୍ରଭୁ ଜଗନ୍ନାଥ ଙ୍କ ପୂଜାର୍ଚନା କରି ଆରମ୍ଭ କରିଛି ପଦଯାତ୍ରା ଘଣ୍ଟ, ଘଣ୍ଟା ଓ ହୁଳହୁଳି ବାଦ୍ୟ ସହ ପଦଯାତ୍ରା ର ଶୁଭା ରମ୍ଭ କରାଯାଇଛି l ଯେବେ ଠାରୁ ବ୍ୟାଙ୍କ ଏହାକୁ ସିଲି କରିଛି ସେବେ ଠାରୁ ତିର୍ତ୍ତୋଲ ବ୍ଲକ କଂଗ୍ରେସେ ମଙ୍ଗୁଆଳ, ତଥା , ଯୁବ ନେତା ଇଂ ହିମାଂଶୁ ମଲ୍ଲିକ , ବିଜେଡି ସରକାର କୁ, ଏଥି ନେଇ ଜାଗ୍ରତ କରିବା ନିମନ୍ତେ ପ୍ରଥମେ ଗୁହାରି ସଭା, ପରେ ଦସ୍ତଖତ ଅଭିଯାନ, ଓ ଏବେ ସାରଳା ସୂତାକଳ ଠାରୁ ପଦ ଯାତ୍ରା ନବିନୀ ନିବାସ ଯାଏ ଆରମ୍ଭ କରିଛନ୍ତି l ଏହି ପଦଯାତ୍ରା ରେ ଯୁବନେତା ଇଂ ହିମାଂଶୁ ମଲ୍ଲିକି, ଗରାମ ପଞ୍ଚଯାତ ସରପଞ୍ଚ ପ୍ରଦୁମ୍ନ ଚଇନି,ମୂଳିସିଂଙ୍ଗି ସରପଞ୍ଚ ସାଫି ଆଜାମ,ଦେବ ପ୍ରସାଦ ନାଏକ, ରାକେଶ ସ୍ୱାଇଁ, ତପନ ଦାସ, ତିର୍ତ୍ତୋଲ ବ୍ଲକକଂଗ୍ରେସ ସଭାପତି ନିହାର ରଞ୍ଜନ ଦାସ, ମୁନୁ ମଲ୍ଲିକି, ଖିରୋଦ ମଲ୍ଲିକ,ସାଇ ପ୍ରଭଞ୍ଜନ ମହାପାତ୍ର, ସୁନୀଲ ରାଣା ପ୍ରମୁଖ ଛାମୁଆ କଂଗ୍ରେସ କର୍ମୀ ଓ ଶତାଧିକ କର୍ମୀ ପଦଯାତ୍ରା ରେ ଯୋଗ ଦେଇଥିଲେ l
ତିର୍ତ୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )