ଡାକ୍ତର ଙ୍କ ରୋଗୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ
କେନ୍ଦୁଝର :କେନ୍ଦୁଝର ଜିଲ୍ଲା ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ହେବାକୁ ଆସିଥିବା ଏକ ଶିଶୁ ର ମା ଙ୍କୁ ଡାକ୍ତର ଙ୍କ ଦୁର୍ବ୍ୟବହାର ଅଭିଯୋଗ ହୋଇଅଛି l
ସୋମବାର ରାତିରେ ଏକ ଛୋଟ ଛୁଆ ର ଦେହ ଖରାପ ହେବାରୁ ତା ମା ସ୍ଥାନୀୟ ବଡ଼ବିଲ ଗୋଷ୍ଠୀ ସ୍ଵାସ୍ତ୍ୟକେନ୍ଦ୍ର କୁ ଚିକିତ୍ସା ପାଇଁ ଆଣିଥିଲେ, କିନ୍ତୁ ଶିଶୁ ର ଅବସ୍ଥା ରେ ଉନ୍ନତି ନ ଆସିବାରୁ ତାକୁ କେନ୍ଦୁଝର ଡାକ୍ତରଖାନା କୁ ରେଫେର କରିଦିଅନ୍ତୁ କହିବାରୁ ଉକ୍ତ ଡାକ୍ତର ଦୁର୍ବ୍ୟବହାର କରିଥିଲେ, ସେହି ସମୟ ରେ ସେଠି ଉପସ୍ଥିତ ଜଣେ ସାମ୍ବାଦିକ ଘଟଣା ର ଭିଜୁଆଲ ନେବା ଦେଖି ଉକ୍ତ ଡାକ୍ତର ସେହି ସାମ୍ବାଦିକ ଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ ଓ ତାଙ୍କ କେମେରା ଓ ବୁମ ଫିଙ୍ଗିଦେଇଥିଲେ l ଉକ୍ତ ଘଟଣା କୁ ସ୍ଥାନୀୟ ଜନତା ରେ ନଂ ନିନ୍ଦା ହେଉଅଛି l
କେନ୍ଦୁଝର ଇପିଏ ରୁ ଶିବରଞ୍ଜନ ଦେ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )