ରାଣି ତାଲି ଠାରେ ରେଳବାଇ ଷ୍ଟେସନ ରେ କାମ କରୁଥିବା ଶ୍ରମିକ କୁ ଆକ୍ରମଣ
ଭଦ୍ରକ ଜିଲ୍ଲା ଚରମ୍ପା ରେଳବାଇ ଷ୍ଟେସନ ରେ କାମ କରୁଥିବା ଶ୍ରମିକ କୁ ଡାକି ଆକ୍ରମଣ କରାଯାଇଛି, ଫୋନ ଦ୍ଵାରା ଡାକି କି ବିନା କାରଣ ରେ ଶ୍ରମିକ କୁ ଆକ୍ରମଣ କରା ଯାଇଛି , ଶ୍ରମିକ ଙ୍କ ଘର ବିହାର ବୁଲି ଜଣା ପଡ଼ିଛି, ହଠାତ୍ ଡ଼ାକି ପଇସା ମାଗି ତାଙ୍କୁ ଆକ୍ରମଣ କରାଯାଉଛି, ଫଳରେ ତାଙ୍କ ମୁଣ୍ଡ ରେ ଶକ୍ତ ଆଘାତ ଲାଗିଛି,ସେ ପ୍ରଥମେ ଗ୍ରାମାଞ୍ଚଳ ଥାନା ରେ ଏତାଲା ଦେବା ସହ RPF re ବି ଏକ ଲିଖିତ ଅଭିଯୋଗ କରିଛନ୍ତି,ଏବେ ସେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ରେ ଗୁରୁତ୍ବର ଅବସ୍ଥା ରେ ଭର୍ତ୍ତି ହେଉଛନ୍ତି, ପୁଲିସ୍ ଘଟଣା ଜାଣିଲା ପରେ ତଦନ୍ତ କରୁଛନ୍ତି।
ଭଦ୍ରକ ଇପିଏ ରୁ ଲିପିକା ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )