ସଚେତନତା ମୂଳକ କାର୍ଯ୍ୟ କ୍ରମ ଅନୁଷ୍ଠିତ

0 12

ମୋରଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅନୁମତି କ୍ରମେ ବ୍ଲକ୍ ପେସା ସଂଯୋଜକ ହିମାଂଶୁ ମହାନ୍ତ ଙ୍କ ପ୍ରଚେଷ୍ଟା ଫଳରେ ବ୍ଲକ୍ ର ବିଭିନ୍ନ ପଞ୍ଚାୟତ ରେ ପେସା ଆଇନ୍ ଦ୍ଵାରା ଆଦିବାସୀ,ଏବଂ ଲୋଧା ସମ୍ପ୍ରଦାୟ ର ଉନ୍ନତି ପାଇଁ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି ,,

,ସଚେତନତା କାର୍ଯ୍ୟକ୍ରମ ଗୁଡ଼ିକ ହେଉଛି,ବାଲ୍ୟ ବିବାହ ପ୍ରଥା କୁ ଉଚ୍ଛେଦ,ବାଲ୍ୟ ଶ୍ରମିକ ପ୍ରଥା ଉଚ୍ଛେଦ, ଶିକ୍ଷା ଦିଗରେ ମନ ନିବେଶ, ଜଙ୍ଗଲ ଅଧିକାର ଅଧିନିୟମ କମିଟି ଗଠନ,ଆଦିବାସୀ ମାନଙ୍କ ଜୀବନ ଶୈଳୀ ର ପରିବର୍ତ୍ତନ ଆଦି ବିଷୟ ବସ୍ତୁ ଉପରେ ଆଲୋଚନା ହୋଇଥିଲା,,ଏଥିରେ ଉପସ୍ଥିତ ଥିଲେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ର ପେସା ଜିଲ୍ଲା ସଂଯୋଜକ ବ୍ରଜେଶ ସେନାପତି,,,

ମୟୂରଭଞ୍ଜ ଜିଲ୍ଲା ଇପିଏ ରୁ ମାନଗୋବିନ୍ଦ ପାଣଗ୍ରାହୀ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.