ମା କନକ ଦୁର୍ଗା ପୀଠରେ ବାରୁଣୀ ଯାତ୍ରା ମହାସମାହରେ ଅନୁଷ୍ଠିତ

0 43

ଜଗତସିଂହପୁର ଜିଲ୍ଲା ପିତେଇ ପୁର ପ୍ରସିଦ୍ଧ ମା କନକ ଦୁର୍ଗା ପୀଠରେ ପସିଦ୍ଧ ବାରିଣୀ ଯାତ୍ରା ମହା ଆଦମ୍ବରେ ପାଳିତ ହୋଇଯାଇଛି l ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ସଦାଳୁ ସକାଳୁ ଗୁଡ ପକାଇ ମା ଙ୍କ ପାଖରେ ଦାଣ୍ଡ ପହଁରିବା ବା କୁକୁଡ଼ା ଉଡାଇ ମାନସିକ କଲେ ମନବାଞ୍ଛା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି l ମା କନକ ଦୁର୍ଗା ସର୍ପ ଭୟ ନିବାହ ନାମରେ କ୍ଷତି ଅଜନ କରିଛନ୍ତି l ଯେ କୌଣସି ବିଶାନ୍ତ ସର୍ପ ଦଶନ କଲେ ମା କନକ ଦୁର୍ଗା ଙ୍କ ପାଦୁକ ସେବନ କଲେ ସର୍ପ ବିସରଣ ହୋଇଯାଏ ବୋଲି ବିଶ୍ୱାସ ରହିଛି l ସେଥିପାଇଁ ବାରୁଣୀ ଯାତ୍ରାରେ ହଜାର ହଜାର ଭକ୍ର ଯୋଗ ଦେଇ ମା ଙ୍କ ଆଶ୍ରିବାଦ ଲାଭ କରିଥାନ୍ତି l

ଜଗତସିଂହପୁର ଇପିଏ ରୁ ଈଶ୍ୱର ଚନ୍ଦ୍ର ଦାସଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.