ଭଦ୍ରକ ନିର୍ବାଚନ ମଣ୍ଡଳୀ କଂଗ୍ରେସ ତରଫରୁ ଆୟୋଜିତ ଦରଦାମ ବୃଦ୍ଧି ପ୍ରତିବାଦ
ଭଦ୍ରକ ନିର୍ବାଚନ ମଣ୍ଡଳୀ କଂଗ୍ରେସ ତରଫରୁ ଆୟୋଜିତ ଦରଦାମ ବୃଦ୍ଧି ପ୍ରତିବାଦରେ ନଳିନୀ କାନ୍ତ ମହାନ୍ତି ଙ୍କ ନେତୃତ୍ବରେ ଅପର୍ତ୍ତି ବିନ୍ଧା ଛକ , ଟାଉନ ହଲ୍ ଛକ ,ବାଙ୍କା ଵଜାର ଛକ , ପୁରୁଣା ଵଜାର ଛକ ,ପାନ ଅର୍ଥ ଛକ ରେ ହାଲ୍ଲା ବୋଲ। କାର୍ଯ୍ୟକ୍ରମ କରାଗଲା ।
ଭଦ୍ରକ କଂଗ୍ରେସ ର ନେତା ନଳିନୀ କାନ୍ତ ମହାନ୍ତି, ଟାଉନ କଂଗ୍ରେସ ସଭାପତି ମୁକିତ ବାବୁ, ପୂର୍ବତନ କାଉନସେଲର ଅସରଫ ଅଲି, ପୀତବାସ ଧଳ, ତାଂବୀର ଖାନ, ଲାଲୁ ବାବୁ, ଅମିତା ଵାଲା ଆଚାର୍ଯ୍ୟ, ଏଲିୟସ ଅଲି ଖାନ, ବିଜୟ ବାରିକ,ଟୋନି ଅଲି, ବବୁଲ ଦାସ, ଶୋଲେମାନ ଖାନ ଉପସ୍ଥିତ ଥିଲେ
ଭଦ୍ରକ ଇଏପି ରୁ ଲିପିକା ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )