ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଫଟୋ ଚିତ୍ର କୁ ପଞ୍ଚଯାତ କାର୍ଯ୍ୟାଳୟ କୁ ପ୍ରଦାନ କଲେ ବୋଧେଇ ବିଜେପି ସଂଗଠନ

0 41

ଓଡିଶା ର ଝିଅ ରାଷ୍ଟ୍ରପତି ହେବା ପରେ ବିଭିର୍ନ ସ୍ଥାନରର ଆନନ୍ଦ ଉତ୍ସବ କରାଯାଇଇଥିବ ବେଳେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ବୋଧେଇ ପଞ୍ଚଯାତ ବିଜେପି ତରଫରୁ ମହାମହିମା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଏକ ଫଟୋ ଚିତ୍ର ପଞ୍ଚଯାତ କାର୍ଯ୍ୟାଳୟ କୁ ପ୍ରଦାନ କରା ଯାଇଇଛି l ପଞ୍ଚଯାତ ନିର୍ବାହୀ
ଅଧିକାରୀ ଗୌତମ କୁମାର ପରିଜା ରାଷ୍ଟ୍ରପତି ମୁର୍ମୁ ଙ୍କ ଫଟୋ ଚିତ୍ର ଗ୍ରହଣ କରିବା ସହ ବିଜେପି କର୍ମୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଉପସ୍ଥିତ କର୍ମୀ ମାନଙ୍କ ମଧ୍ୟରେ ସଭାପତି ମନୋରଞ୍ଜନ ଦାଶ, ମଣ୍ଡଳ ସଭାପତି ସୁରେନ୍ଦ୍ର ନାଥ ମଲ୍ଲିକି, ପୁଷ୍ପାଞ୍ଜଳି ମହାନ୍ତି, ପ୍ରଭାତୀ ମଲ୍ଲିକ, ସମର ସାମଲ, ଅବସର ପ୍ରାପ୍ତ ସେନା ଅଧିକାରୀ ତପନ କୁମାର ସାମନ୍ତରାୟ, ସୁବାସ ଭାଇ ଓ ଦୀନବନ୍ଧୁ ମହାନ୍ତି ପ୍ରମୁଖ ଏହି ଫଟୋ ଚିତ୍ର ପ୍ରଦାନ କାର୍ଯ୍ୟକ୍ରମ ରେ ଯୋଗ ଦାନ କରି ଥିଲେ l

ତିର୍ତ୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.