କୋରାପୁଟ ନିଶାଣିମୁଣ୍ଡା ଠାରେ ହଜାର ହଜାର ଲୋକମାନଙ୍କ ସହ ୨୬ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି l କୋରାପୁଟ ବିଧାୟକ ରଘୁରାମ ପୋଡାଲଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା l ଏଥିରେ ପଟାଙ୍ଗି ବିଧାୟକ, ପ୍ରୀତମ ପାଡ଼ି, ଲୋଷ୍ମୀପୁର ବିଧାୟକ ପ୍ରଭୁଜାନୀ, ପୂର୍ବତନ ବିଧାୟକ, ପ୍ରଫୁଲ୍ଲ ପାଙ୍ଗି, ଗୁପ୍ତପ୍ରସାଦ ଦାସ ,ଚନ୍ଦ୍ର ସେକରମାଝୀ, କୋଇଲାସକୁ ଲେସିକା, ଜିଲ୍ଲା ବିଜେଡ଼ି ସଭା ନେତ୍ରୀ ଓ ବହୁ ବରିଷ୍ଠ କନିଷ୍ଠ ନେତା ନେତ୍ରୀ ଉପସ୍ଥିତ ରହି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଜନା ଏବଂ କାର୍ଯ୍ୟ ବିଷୟରେ ଆଲୋଚନା କରିବାସହ ଜନସାଧାରଣଙ୍କୁ ଜଣାଇବା ସହ ଉତ୍ସାହିତକରିଥିଲେ l
କୋରାପୁଟ ଜିଲ୍ଲା ଇପିଏ ରୁ ଜୟସିଂ ପୋଡା ସେଠି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )