ମନଥିଲେ ସୁଯୋଗ ଆପେ ଆପେ ଆସେ

0 26

ମନଥିଲେ ସୁଯୋଗ ଆପେ ଆପେ ଆସେ, ଏମ. ବି. ଏ , ଟପର ପୁଅ ର ସ୍ୱପ୍ନକୁ ବାସ୍ତବ ରେ ରୂପାନ୍ତରିତ କରି ଦେଖାଇବା ପାଇଁ ବାପା ର ପ୍ରଚେଷ୍ଟାକୁ ଦେଖି ଅଟକି ଯାଇ ଥିଲେ ଆମ ଇପିଏ ତିର୍ତୋଲ ପ୍ରତିନିଧି, ଧୁ ଧୁ ଖରାରେ ବିସ୍ତିର୍ଣ ପଡିଆ ରେ ଶତାଧିକ ଶିଶୁ ପିଜୁଳି ଚରାକୁ ଜଗିବା ସହିତ ପୁତ୍ର ସ୍ବପ୍ନ କୁ ସଫଳ ହେବା ଲାଗି ପିତାର ପ୍ରୟାସ କୁକ୍ୟାମେରା ଲେନ୍ସ ରେ କରିଥିଲେ କଏଦେ lତିର୍ତୋଲ ବ୍ଲକ ଅନ୍ତର୍ଗତ ନାହୁଲ ଗାଁ ର ଜନତ କୁମାର ସାହୁ,, ପୁଅର କଥାକୁ ମାନି ନେଇ ଥିଲେ, ୟୁ ଟ୍ୟୁବ ରୁ ଜ୍ଞାନ ଆହରଣ କରି ଖୋଜିଥିଲେ ସୁଯୋଗ, ଶେଷରେ ସଫଳ ହେଲେ, ଏମ ବିଏ ଟପରପୁଅ ଓ ବାପା ମିଶି ତିଆରି କରି ବାରେ ଲାଗିଛନ୍ତି ଫଳ ବଗିଚା l


ନିଜର ପିତାଙ୍କ ର ଥିବା ୩ ଏକରନଦୀ କୁଳିଆ ସମ୍ପତିରେ ଦୁଇ ଏକରଜମିରେ ଆରମ୍ଭ କରିଛନ୍ତି ଉର୍ନତ ମାନର ପିଜୁଳି ଚାଷ, l ଵେବସାୟ ରେ ବିଫଳ ହୋଇଥିବା ବାପା ପୁଅକୁକରିଛନ୍ତି ପୂର୍ଣ୍ଣ ସହଯୋଗ ଆଗାମୀ ଦିନରେ ଜଣେ ଫଳ ଚାଷୀ ଭାବେତିର୍ତୋଲ ମାଟିରେ ନା କମାଇ ସ୍ୱତନ୍ତ୍ରପରିଚୟ ସୃଷ୍ଟି କରିବା ରହିଛି ଲକ୍ଷ୍ୟ l

ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.