ସୃତିଚାରଣ ସଭା
ଯାଜପୁର-ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅମୃତିଆ ଗ୍ରାମ ପଞ୍ଚାୟତର ଭୁଆଳପୋଖରୀ ୬ମୌଜା ସତ୍ଯନାରାୟଣ ପାଲା ମଣ୍ଡପ ଆନୁକୁଲ୍ଯରେ ପାଲାକାର ତଥା ପାଲାକାର ସଦସ୍ଯ ହୃଷିକେଶ ସାହୁଙ୍କ ବିୟୋଗରେ ଏକ ସୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।

ଭୁଆଳପୋଖରୀ ୬ମୌଜା ସତ୍ଯନାରାୟଣ ପାଲା ଅନୁଷ୍ଠାନର ସଭାପତି ସୁଦର୍ଶନ ମଲିକଙ୍କ ସଭାପତିତ୍ବରେ ଆୟୋଜିତ ଏହି ସୃତିଚାରଣ ସଭାରେ ଅନୁଷ୍ଠାନର ବିଶ୍ବମ୍ବର ବାରିକ,ନବଘନ ଦାସ,ନିରଞ୍ଜନ ସ୍ବାଇଁ,ସୁରେନ୍ଦ୍ର କୁମାର ପାଣି,ବନବିହାରୀ ଦାସ,ବିରଞ୍ଚିନାରାୟଣ ପତ୍ରୀ,ଗୋପବନ୍ଧୁ ମହାପାତ୍ର, ପ୍ରସାନ୍ତ ମଲିକ,ଅଭୟ ସାହୁ,ଭାଗବତ ଦାସ, ଅଞୁନନ ସେଠୀ ପମୁଖ ଯୋଗ ଦେଇ ଅମର ଆତ୍ମାର ସଦଗତି ନିମିତ୍ତ 2 ମିନିଟ ନୀରବ ପାର୍ଥନା କରିବା ସହ ଶ୍ରୀ ସାହୁଙ୍କ ର ସୃତିଚାରଣ କରାଯାଇଥିଲା।
ଯାଜପୁର ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )