ଜନଜାତି ଆୟୋଗ ର ସଦସ୍ୟ ଶ୍ରୀ ଅନନ୍ତ ନାୟକ ଙ୍କୁ ଆକ୍ରମଣ ପ୍ରତିବାଦ ରେ କେନ୍ଦୁଝର ଜିଲ୍ଲା ଆଦିବାସୀ ସମାଜ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
କେନ୍ଦୁଝର :କେନ୍ଦୁଝର ଜିଲ୍ଲା ର ପୂର୍ବତନ ସାଂସଦ ତଥା ଅନୁସୂଚିତ ଜନ ଜାତି ସଦସ୍ୟ ଅନନ୍ତ ନାଏକ ଙ୍କୁ ଆକ୍ରମଣ ଘଟଣା ର ପ୍ରତିବାଦ ରେ ହଜାର ହଜାର ବିଭିନ୍ନ ଅଂଚଳ ରୁ ଜନଜାତି ସମ୍ପ୍ରଦାୟ ର ଲୋକ ମାନେ ଏକ ବିରାଟ ରାଲି ରେ ସହର ପରିକ୍ରମା କରିବା ସହ ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l
ଏହି ଆକ୍ରମଣ ଘଟଣା ର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ତୁରନ୍ତ ପଦକ୍ଷେପ ଯଦି ନିଅନଯାଏ ଆଗାମୀ ଦିନ ରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି l
କେନ୍ଦୁଝର ଇପିଏ ଶିବ ରଞ୍ଜନ ଦେ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )