ବହୁ ଆଡମ୍ବର ରେ ପାଳନ ହେଲା ବିଜୁ ଜନତା ଦଳ ର ପ୍ରତିଷ୍ଠା ଦିବସ
ମାଲକାନଗିରି ଜିଲ୍ଲା ରେ ବିଜୁ ଜନତା ଦଳର ୨୫ ତମ ପତିଷ୍ଠା ଦିବସ କୁ ବିଜୁ ଜନତା ଦଳର କର୍ମ କର୍ତା ମାନେ ବୋହୁ ଉଷାହ ପାଳନ କରିଥିବା ବେଳେ ସ୍ଥାନୀୟ ସଂକୃତି ଭବନ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଦୋଳ କୁ ସୁଦୁଡ଼ କରିବା ମୁଖ୍ୟମନ୍ତ୍ରୀ ଙ୍କ ହାତ ମୁଠା କୁ ଟାଣ କରିବା ଓ ଜନ ସାଧାରଣ ପାଇଁ କିଭଳି କାମ କରିବା ସେ ନେଇ ସାଂସଧ ରମେଶ ମାଝୀ ବାର୍ତା ଦେଇଥିଲେ
ମାଲକାନଗିରି ଇପିଏ ରୁ ବଂଶୀଧର ମୁଦୁଲି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )