ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଟିତ

0 13

ସାନ ଏଣ୍ଡ ନୀଲ ଫାଉଣ୍ଡେସନ ଓ ଶଙ୍କର ଚୋକ୍ଷୁ ଚିକିତ୍ସାଲୟର ମିଳିତ ଉଦ୍ୟମରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଖଲାସୀସାହି ସ୍ଥିତ କମୁନିଟି ହଲ୍ ଠାରେ ଅନୁଷ୍ଟିତ ହୋଇଯାଇଛି। ଏହି ଶିବିରରେ ୯୨ଜଣକଚକ୍ଷୁ ପରୀକ୍ଷା କରାଯିବା ସହ ସେମାନଙ୍କ ମଧ୍ୟରୁ ୩୩ଜଣଙ୍କ ଠାରେ ମୋତିଆ ବିନ୍ଦୁ ଚିହ୍ନଟ ହୋଇଥିଲା ବେଳେ ୧୫ ଜଣକୁ ଅସ୍ତ୍ର ପ୍ରଚlର ନିମନ୍ତେ ହସ୍ପିଟାଲ କୁ ପଠା ଯାଇଛି ଏଥିରେ ମୁଖ୍ୟ ଅତିଥି ରୂପେ ମହାନଗର ନିଗମ ମେୟର ଶ୍ରୀ ମତି ସଂଘମିତ୍ରା ଦଳେଇ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ଡେପୁଟି ମେୟର ଶ୍ରୀ ଇ ବିବେକ ରେଡ୍ଡୀ, ସ୍ଥାନୀୟ କର୍ପୋରେଟର କlଦମ୍ବରି ଦାସ, ଯୋଗ ଦେଇଥିଲେ ଫାଉଣ୍ଡେସନ ର ସମ୍ପାଦକ ଏସ ଚିଟି ବାବୁ କାର୍ଯ୍ୟ କର୍ମ ପରିଚlଳନା କରିଥିଲେ ସମାଜସେବୀ ପି ଧମାରାଓ ଙ୍କ ଦ୍ଵାରା ଅସହାୟ ମାନକୁ ସାହାଯ୍ୟ ଓ ସହlୟତା କରୁଥିବା କହିଛନ୍ତି ଉକ୍ତ କାର୍ଯ୍ୟକ୍ରମରେ ଶଙ୍କର ଚକ୍ଷୁ ଚିକିତ୍ସା ଳୟ ର ଆବାହକ ଚିତ ସେନ ଗୌଡ଼ ପରିଚାଳନାରେ ସହଯୋଗ କରିଥିଲେ ଓ ବି ଲଳିତା, ପାୟଲ, ସାଗର ମହାନ୍ତି, ଭାରତୀ, ଦିନେଶ କୁମାର, ସୁଦର୍ଶନ ଦାସ, ବିଜୟ ପଣ୍ଡା, ବିଜୟ ସାମଲ, ସହଯୋଗ କରିଥିଲେ ଶେଷରେ ଅଜୟ କୁମାର ରେଡ୍ଡୀ ଧନ୍ୟବାଦ ଜ୍ଞାପନ କରିଥିଲେ l

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.