ଘଟଗାଁ ମା ତାରିଣୀ ମନ୍ଦିର ରେ ମହା ବିଷୁବ ପଣା ସଂକ୍ରାନ୍ତି

0 20

କେନ୍ଦୁଝର :କେନ୍ଦୁଝର ଜିଲ୍ଲା ଘଟଗାଁ ମା ତାରିଣୀ ପୀଠ ରେ ହଜାର ହଜାର ଭକ୍ତ ଙ୍କ ଗହଣରେ ପାଳିତ ହେଉଅଛି ମା ଙ୍କ ମୁଖ୍ୟ ପର୍ବ ଚଇତି ପର୍ବ ତଥା ମହାବିଷୁବ ପଣା ସଂକ୍ରାନ୍ତି l ବଡି ଭୋର ରୁ ଶ୍ରଦ୍ଧାଳୁ ମାନେ ଲମ୍ବା ଲାଇନ ରେ ଠିଆ ହୋଇ ଦର୍ଶନ ତଥା ପୂଜା ଅର୍ଚନା କରୁଥିବାର ଦେଖାଯାଇଛି l

ମା ଙ୍କ ସୁନା ବେଶ ଦେଖିବାକୁ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଅଛି l ପୂଜା ଅର୍ଚନା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଛଉ ନାଚ, ଘୋଡା ନାଚ, ମେଲୋଡି ଇତ୍ୟାଦି ଚାଲୁ ରହିଅଛି l

କେନ୍ଦୁଝର ଇପିଏ ରୁ ଶିବ ରଞ୍ଜନ ଦେ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.