ବଲାଙ୍ଗୀର : ଦେଶରୁ ମହାମାରୀ କୋରୋନା କୁ ପ୍ରତିହତ କରିବା ପାଇଁ ଦେଶରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଦେଶ ସାରା ଚାଲିଛି ବୋଷ୍ଟର ଡୋଜ୍ । ଠିକ ସେହିପରି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଜାମଗାଁ ସି.ଏଚ.ସି ପକ୍ଷରୁ ମହିମୁଣ୍ଡା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଠାରେ ମହୀମୁଣ୍ଡା ଅଞ୍ଚଳର ହିତାଧିକାରୀ ମାନଙ୍କୁ କୋରାନା ର ବୋଷ୍ଟର ଡୋଜ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ନିବେଦିତା ନାଗ ଟୀକା ପ୍ରଦାନ କରିଥିବା ବେଳେ ଡି.ଓ ରାଜକିଶୋର ପଟେଲ ସହ ଯୋଗ କରିଥିଲେ ।
ବଲାଙ୍ଗୀର ଇପିଏ ରୁ ବ୍ୟୁରୋ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )