ଗୋଗ୍ରା ହାଇଟ୍ସରୁ ହଟିବେ ଭାରତ-ଚୀନ ସେନା

0 34

ନୂଆଦିଲ୍ଲୀ: ଲଦାଖରେ ସୃଷ୍ଟି ହୋଇଥିବା ସୀମା ବିବାଦର ସାମାଧାନ ପାଇଁ ବାଟ ଫିଟିଛି। କମାଣ୍ତର ସ୍ତରୀୟ ଆଲୋଚନା ପରେ ଉଭୟ ଭାରତ ଓ ଚାଇନା ଗୋଗ୍ରା ହାଇଟ୍ସରୁ ସେନା ପ୍ରତ୍ୟାହାର କରିବାକୁ ରାଜି ହୋଇଛନ୍ତି । ବିବାଦକୁ ଦୃଷ୍ଟିରେ ରଖି ଗତବର୍ଷ ମେ’ ମାସରୁ ଉଭୟ ଦେଶ ଏହି ସ୍ଥାନରେ ସେନା ମୁତୟନ କରିବା ସହ ଯୁଦ୍ଧାସ୍ତ୍ର ଠୁଳ କରିଥିଲେ । କିନ୍ତୁ ଏବେ ଶାନ୍ତି ପ୍ରତିଷ୍ଠା ସହ ଭାରତ ଓ ଚାଇନା ସେନା ପଛକୁ ହଟିବାକୁ ନିଷ୍ପତ୍ତି ନେଇଛନ୍ତି।

Leave A Reply

Your email address will not be published.