ରାୟଗଡ଼ ଜିଲ୍ଲାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଇଣ୍ଡିଆ ହାଇପରଟେନସନ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭିତ
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଆଇସିଏମ୍ଆର୍ ଏବଂ ଭାରତ ସରକାରଙ୍କ ମିିଳିତ ଆନୁକୁଳ୍ୟରେ ଇଣ୍ଡିଆ ହାଇପରଟେନସନ ନିୟନ୍ତ୍ରଣ କାର୍ଯ୍ୟକ୍ରମଟି ରାଜ୍ୟରେ ପ୍ରଥମେ ରାୟଗଡ଼ ଜିଲ୍ଲାରେ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ବହୁମୁଲ୍ୟ ଜୀବନ ରକ୍ଷା କରାଯାଇପାରିବ । ଦେଶରେ ପୂର୍ବରୁ ୧୮ଟି ରାଜ୍ୟରେ ଇଣ୍ଡିଆ ହାଇପରଟେନସନ ନିୟନ୍ତ୍ର�
ରାୟଗଡ଼ ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )