ସମା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ଆନ୍ତର୍ଜାୀୟ ମହିଳା ଦିବସ ଏବଂ TB ମୁକ୍ତ ଭାରତ ସଚେତନତା କାର୍ଯ୍ୟକ୍ରମ ଅନୁଷଠିତ

0 70

ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସମା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ସ୍ୱାସ୍ଥ୍ୟ ମେଳା ଆୟୋଜନ ରେ ଆନ୍ତର୍ଜାୀୟ ମହିଳା ଦିବସ ଏବଂ TB ମୁକ୍ତ ଭାରତ ସଚେତନତାକୁ ନେଇ ଏକ ରାଲି କରି ଗ୍ରାମ ବାସୀ ଙ୍କୁ ବିଭିନ୍ନ ବାର୍ତ୍ତା ଦେଇ ଏକ ବୈଠକ ରେ ଚିକିତ୍ସା ଅଧିକାରୀ ଆୟୁଷ ଡାକ୍ତର ରବୀନ୍ଦ୍ର ନାଥ ଗନ୍ତାୟତ ଙ୍କ ଅଧ୍ୟକ୍ଷତା ରେ, ମୁଖ୍ୟ ଅତଥିଭାବେ ଜିଲ୍ଲା ପରିଷଦ ସଭ୍ୟ ଭଜମନ ବେହେରା, ସାନମାନିତ ଅତିଥି ଭାବେ ସମା ସରପଞ୍ଚ ନମିତା କୁମାରୀ ସେଠୀ ଏବଂ ସମିତି ସଭ୍ୟ ରୀଙ୍କି ବେହେରା ଯୋଗ ଦେଇଥିବା ବେଳେ,TB expart ପୂର୍ଣ୍ଣବାସୀ ଗୌଡ,ICDS supervisor ଶଶି ଦେବୀ, ଲେପ୍ରସି ସୁପର ଭାଇଜର ପ୍ରବୀର ପାତ୍ର ମଞ୍ଚାସିନ ହୋଇ ସ୍ବାସ୍ଥ୍ୟ ସଚେତନତା ପ୍ରଦାନ କରିବା ସହ ଉକ୍ତ ବିଷବସ୍ତୁକୁ ନେଇ ଅନୁଷ୍ଟିତ ବିଦ୍ୟାଳୟ ସ୍ଥରିୟ କୁଇଜ୍ ଏବଂ ବତ୍କୃତା ପ୍ରତିଯୋଗିତା ରେ କୃତୀ ଛାତ୍ର ଛାତ୍ରୀ ମନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।


ସ୍ବାସ୍ଥ୍ୟ ମେଳା ରେ ଉପସ୍ଥିତ ସମସ୍ଥ ଜନସାଧରଣଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ବିପି, ରକ୍ତ ଶର୍କରା ପରୀକ୍ଷା କର ମାଗଣା ଔଷଧ ଦିଆଗଲା ଏଥିରେ ମନ୍ଦାକିନୀ ଦେବତା, ସଞ୍ଜୟ ରେଡ୍ଡୀ, ଶିଶିର ଆଚାର୍ଯ୍ୟ, କୁମାରୀ ନାହାକ, ଅଜିତ ମିଶ୍ରି, ଶିକ୍ଷକ ଭାଗିରଥି ପୋଲାଇ ଏବଂ ସୁଦର୍ଶନ ପ୍ରଧାନ ପରିଚାଳନାରେ ସହଯୋଗ କରିଥିଲେ।

ଗଂଜାମ ଜିଲା ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.