କୁଜଙ୍ଗ ବ୍ଲକ ରେ ନିନ୍ମ ମାନର ଛତୁଆ ଯୋଗାଣ, ପ୍ରଶାସନ ନିରବ ଦ୍ରଷ୍ଟା

0 30

ତିର୍ତ୍ତୋଲ: ସରକାର ଶିଶୁମାନଙ୍କୁ ପୃଷ୍ଟି ହୀନତାରୁ ମୁକ୍ତ ରଖିବା ପାଇଁ ଅଙ୍ଗନବାଡି ଜରିଆରେ ପୃଷ୍ଟିକର ଛତୁଆ ଯୋଗାଣ ନିମନ୍ତେ ଯୋଗାଣ କରି ସଂସ୍ଥା ନିଯୁକ୍ତି କରିଥିବା ବେଳେ କେତେକ ସଂସ୍ଥା ନିମ୍ନ ମାନର ଶିଶୁ ଖାଦ୍ୟ ଯୋଗାଣ କରି ଠକି ଚାଲି ଛନ୍ତି lଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ରେ ଏପରି ଅଭିଯୋଗ ଆସିଛି,
ଜନୈକ ମହିଳା ସ୍ୱୟଂ ସହଇକା ଗୋଷ୍ଟି ଛତୁଆ ଯୋଗାଣ ନିମନ୍ତେ ସିଡିପିଓ କୁଜଙ୍ଗ ଙ୍କ ସହ ଅନୁବନ୍ଧିତ ଥାଇ ନିରବ ଛିର୍ଣ୍ଣ ଭାବେ ଅତି ନିନ୍ମ ମାନର ଛତୁଆ ପ୍ରସ୍ତୁତି କରି ଯୋଗାଇ ଚାଲିଛି, ଏହି ଛତୁଆ ଯୋଗାଣ କରି ସଂସ୍ଥାର ମୁଖ୍ୟ କାର୍ପାତଦାର ସ୍ଥାନୀୟ ପ୍ରଶାସଙ୍କୁ ଲୋଭିତ କରି ଏପରି କଳା କାରନାମା ଵେବସାୟ ଚଲାଇ ଆସୁଛି, ମିଳିଥିବା ସୂଚନା ମୁତାବକ ଏରସମା ବ୍ଲକ ରେ ନିର୍ମିତ ଓ ପ୍ୟାକେଜିଙ୍ଗ ଳରାଯାଇ କୁଜଙ୍ଗ ବ୍ଲକ କୁ ଯୋଗାଇ ଦିଆ ଯାଉଛି l ଅଭିଯୋଗ ବା ପ୍ରତିବାଦ କଲେ ସମ୍ପୂକ୍ତ ଛତୁଆ ଠିକାଦାର ଅଭିଯୋଗ କାରୀଙ୍କୁ ଧମକ ମଧମକ ଦେଉଛି ମୁଁ ପାରାଦ୍ୱୀପ ବିଧାୟକ ଙ୍କ ଲୋକ, ସବୁ ତାଡି ପଳାଇବି ଅଭିଯୋଗ କରୀର l ମିଳିଥିବା ତଥ୍ୟ ଅନୁଯାଇ ଛତୁଆ ଯୋଗାଣ କରି ବହୁ କଦର୍ଯ୍ୟ ଧନ୍ଦା ରେ ମଧ୍ୟ ଜଡିତ ଅଛି l ଉଚ ସ୍ତରୀୟ ତଦନ୍ତ କରାଗଲେ କୁଜଙ୍ଗ ଛତୁଆ କେଳେଙ୍କାରୀ ପଦାକୁ ଆସି ପାରନ୍ତା l

ତିର୍ତ୍ତୋଲ ଇପିଏ ରୁ ଶ୍ରୀବତ୍ସ ପଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.