ପୋଲିସ ଦ୍ୱାରା ୨୬.୩୨୦ କେଜି ନିଷେଧାଦେଶ ଗଞ୍ଜେଇ ଜବତ, ୨ଟି ମୋବାଇଲ ଫୋନ ସହ ୩ଜଣ ଗିରଫ

0 43

ମୁନିଗୁଡା ଥାନା ପୋଲିସ ଦଳ ଦ୍ୱାରା ଚଢାଉ ସମୟରେ ୨୬.୩୨୦ କେଜି ନିଷେଧାଦେଶ ଗଞ୍ଜେଇ ମୁନିଗୁଡା ପୋଲିସ ଷ୍ଟେସନ ନିକଟସ୍ଥ ଟିକରପଡା ଠାରେ ରାୟଗଡା ପୋଲିସ ଦ୍ୱାରା ଜବତ କରାଯାଇଥିଲା | ଉକ୍ତ ମାମଲାରେ ୦୨ଟି ମୋବାଇଲ ଫୋନ ଜବତ ସହ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏଣ୍ଡିପିଏସ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରି ଉକ୍ତ ମାମଲାରେ ଅଧିକ ଅନୁସନ୍ଧାନ ଚଲେଇଛି ରାୟଗଡ଼ା ପୋଲିସ ।

ରାୟଗଡ଼ା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.