ମହିଳା ସ୍ଵୟଂ ସହାୟିକା ଗୋଷ୍ଟି ଙ୍କୁ ଆତ୍ମ ନିର୍ଭର ଶିଳ ପାଇଁ ତାଲିମି ପ୍ରଦାନ

0 4

ତିର୍ତୋଲ : ମହିଳା ମାନଙ୍କୁ ଆତ୍ମ ନିର୍ଭର ଶିଳ କରାଇବା ନିମନ୍ତେ ତିର୍ତୋଲ ବ୍ଲକ ଆତ୍ମା ତରଫରୁ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ନିମକଣା ପରିସରରେ ଏକ କର୍ମଶାଳା ଗତ ମଙ୍ଗଳ ବାର ଦିନ ଅନୁଷ୍ଠିତ ହୋଇଛି, ଏଥିରେ ତିର୍ତୋଲ ଆତ୍ମା ଅଧକ୍ଷ ଦେବେନ୍ଦ୍ର କୁମାର ମଲ୍ଲିକ ସରକାରଙ୍କ ବିଭିର୍ନ ଆତ୍ମ ନିର୍ଭର ଶିଳ ଯୋଜନା ଉପରେ ଆଲୋକ ପାତ କରଥିଲେ, ବିଜ୍ଞାନ କେନ୍ଦ୍ର ର ତାଲିମି ଦାତା ଅଧିକାରୀ ମନେ କୁକୁଡ଼ା, ବତକ, ମତ୍ସ, ମହୁ, ଛତୁ ଚାଷ ଉପରେ ତାଲିମି ପ୍ରଦାନ କରିଥିଲେ, ଏହି ତାଲିମି ଶିବିରରେ ବହୁ ମହିଳା ଯୋଗଦେଇ ତାଲିମି ଗ୍ରହଣ କରିଥିଲେ l ଜଗତସିଂହପୁର ଜିଲ୍ଲା କୃଷି ବିଜ୍ଞ୍ୟାନ କେନ୍ଦ୍ରରେ କୃଷକ ମାନଙ୍କୁ ତାଲିମି ପ୍ରଦାନ ବାବଦରେ ଆସୁଥିବା ଅର୍ଥ ହେରଫେର ହେଉ ଥିବା ଅଭିଯୋଗ ଶୁଣିବାକୁ ମିଳୁଛି ଓ ୟୁ ଟି କତୃପକ୍ଷ ଦୃଷ୍ଟି ଦେବାକୁ କୃଷକ ମନେ ଦାବି କରୁଛନ୍ତି l

ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.