କେନ୍ଦୁଝର ଅଞ୍ଜର ନିକଟରେ ସଡ଼କ ଦୁର୍ଘଟଣା

0 18

କେନ୍ଦୁଝର : କେନ୍ଦୁଝର ସଦର ମହକୁମା ଠାରୁ ପାଞ୍ଚ କିଲୋମିଟର ଦୂର କଲିକତା ବମ୍ବେ ନାସନାଲ ହାଇୱେ ଠାରେ ଏକ ହାଇୱା ଓ ବାର ଚକିଆ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିଛି l ଦୁର୍ଘଟଣା ରେ ଡ୍ରାଇଭର ଆହତ ହୋଇ ସ୍ଥାନୀୟ ଡାକ୍ତରଖାନା ରେ ଭର୍ତି ହୋଇଛନ୍ତି l ଉକ୍ତ ଦୁର୍ଘଟଣା ଫଳରେ ରାସ୍ତା ଯାମ ଲାଗିରହିଛି ଲ

କେନ୍ଦୁଝର ଇପିଏ ରୁ ଶିବ ରଞ୍ଜନ ଦେ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.