ଜାତୀୟକବି ବୀରକିଶୋର ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ
୧୨୭ ତମ ଜାତୀୟକବି ବୀରକିଶୋର ଦାସ ଜୟନ୍ତୀ ପୁନଙ୍ଗ ଗ୍ରାମପଞ୍ଚାୟତ ସ୍ଥିତ ଚାରିପୋଲିଆ ଛକ, ଜଗତସିଂହପୁର ୨୩ ନଭେମ୍ବର୨୦୨୨, ବୁଧବାର ସନ୍ଧ୍ୟା ୬.୦୦ ଘଟିକାଓଡିଶା ସାହିତ୍ୟ ଏକାଡେମୀ ଜାତୀୟକବି ବୀରକିଶୋର ସ୍ମୃତି ସମିତିଙ୍କ ମିଳିତ ଆନୁକୂଲ୍ୟରେ ଜାତୀୟକବି ବୀରକିଶୋର ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉପଲକ୍ଷେ ଜଗତସିଂହପୁର ଜିଲ୍ଲା ପୁନଙ୍ଗ ଗ୍ରାମ ପଞ୍ଚାୟତ ଚାରିପୋଲିଆ ଛକ ଜାତୀୟକବି ବୀରକିଶୋର ସ୍ମୃତି ଉଦ୍ୟାନ ପରିସରରେ ୨୩ ନଭେମ୍ବର ୨୦୨୨ , ବୁଧବାର ସନ୍ଧ୍ୟା ୬.୦୦ ଘଟିକାରେ ଏକ ସାରସ୍ବତ ସଭା ଆୟୋଜନ କରାଯାଉଛି । ଏହି ସାରସ୍ଵତ ସଭାରେ ମଞମଣ୍ଡନ କରିବେ :ମୁଖ୍ୟ ଅତିଥି : ଡକ୍ଟର ଅରବିନ୍ଦ ରାୟ ବିଶିଷ୍ଟ କଥାକାରସମ୍ନାନନୀୟ ଅତିଥି : ଶ୍ରୀମତୀ ଶକୁନ୍ତଳା ପାତ୍ର ସରପଞ୍ଚ , ପୁନଙ୍ଗ ଗ୍ରାମ ପଞ୍ଚାୟତ
ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର ପଞ୍ଚାୟତ ସମିତି ସଭ୍ୟ , ପୁନଙ୍ଗ ଗ୍ରାମ ପଞ୍ଚାୟତସଭାମୁଖ୍ୟ : ଡକ୍ଟର ସଂଗ୍ରାମ ଜେନା ଉପ – ସଭାପତି , ଓଡ଼ିଶା ସାହିତ୍ୟ ଏକାଡେମୀ
ଉକ୍ତ କାର୍ଯ୍ୟକ୍ରମରେ ଆପଣଙ୍କ ସଦୟ ଉପସ୍ଥିତି ଆମର ଏକାନ୍ତ କାମ୍ୟ । ପ୍ରବୋଧ କୁମାର ରାଉତ ସଚିବସହଯୋଗ : ନଙ୍ଗ ଗ୍ରାମପଞ୍ଚାୟତ
ଜଗତସିଂହପୁର ଇପିଏ ରୁ ଈଶ୍ୱର ଚନ୍ଦ୍ର ଦାସ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )