ସରପଞ୍ଚ ମାନିଲେ ପ୍ରଶାସନ ଯୋଗାଇ ପାରୁନି ପଲିଥିନି ପାଲ
ତିର୍ତୋଲ :ନଦୀବନ୍ଧ ଉପରେ ଆଶ୍ରୟ ନେଇ ଥିବା ଲୋକମାନଙ୍କୁ ପ୍ରଶାସନ ପାଲ ଯୋଗାଇ ପାରୁନଥିବା କୋଲର ପଞ୍ଚଯାତ ର ସରପଞ୍ଚ ସ୍ୱୀକାର କଲେ l
ଜଗତସିଂହପୁର ପୁର ଜିଲ୍ଲା ତିର୍ତ୍ତୋଲ ଅଂଚଳ ର କୋଲର ପଞ୍ଚୟତ ଜଳ ବନ୍ଦୀ ପରିବାରକୁ ସରପଞ୍ଚ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ବଣ୍ଟନ କରି ଅସହାୟ ପରିବାର ଙ୍କୁ ସହାୟତା ର ହାତ ବଢ଼ାଇ ଥିବା ବେଳେ ଖରା ବର୍ଷା ରୁ ରକ୍ଷା ପାଇବା ଲାଗି ପାଲ ଦେବାରେ ଅସମର୍ଥ ବୋଲି ପ୍ରକାଶ କରଛନ୍ତି l
ବନ୍ୟା ଜଳରେ ଉବୁଟୁବୁ ତିର୍ତ୍ତୋଲ ରୁ ବନ୍ୟା ଜଳ ନିଷ୍କାସିତ ବିଳମ୍ବ ହେଉ ଥିବାରୁ ଚାଷୀ ମେରୁଦଣ୍ଡ ପୁରାପୁରି ଭାଙ୍ଗି ଯାଇଛି, ମୁଣ୍ଡ ଝାଳ ତୁଣ୍ଡରେ ମାରି କରିଥିବା
ଧାନ ଫସଲ ଗଲାlସରକାର କି କ୍ଷତି ପୂରଣ ଦେବେ ବୋଲି ଚାଷୀ ପ୍ରଶ୍ନ କରଛନ୍ତି l
ତିର୍ତ୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )