Browsing Tag

azadi ka amrut mahotsav

ନlଇଜର ପରିସର ରେ ଆଜ଼lଦି କା ଅମୃତ ମହୋତ୍ସବ

ସ୍ୱାଧୀନତା ର ପଞ୍ଚସ୍ତରୀ ବର୍ଷ ପୂର୍ତ୍ତି ର ପାଳନ ପାଇଁ ଜଟଣୀ ସ୍ଥିତ ରାଷ୍ଟ୍ରୀୟ ବିଜ୍ଞାନ ଏବଂ ଅନୁସନ୍ଧାନ ସଂସ୍ଥାନ ( ନାଇଜର ) ରେ ଅlଜ଼ାଦି କା ଅମୃତ ମହୋତ୍ସବ ମହାସମାରୋହ ରେ ପାଳନ ହୋଇ ଯାଇଛି ଏଥିରେ
Read More...

ସରସ୍ୱତୀ ଶିଶୁ ମନ୍ଦିର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଆଜାଦ କି ଅମ୍ବୂତ ମହୋସ୍ଛବ ପାଳିତ

ତିର୍ତୋଲ : ଅନ୍ୟତମ ଅଗ୍ରଣୀ ଶିକ୍ଷା ନୁଷ୍ଠାନ ସରସ୍ୱତୀ ଶିଶୁ ମନ୍ଦିର ଛତ୍ରମଠ ଠାରେ ସାଧୀନତାର ୭୫ ବର୍ଷ ଅବସରରେ ଆଜାଦ କା ଅମ୍ବୂତ ମହୋସ୍ଛବ ପାଳନ ହୋଇଯାଇଛି। ଏହି ଉପଲକ୍ଷେ ଛାତ୍ରଛାତ୍ରୀ ମାନକଂ ଦ୍ବାରା
Read More...

“ଏକ ଭାରତ ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମରେ ରାୟଗଡାରୁ ପ୍ରତିନିଧିତ୍ଵ କରିବେ ଅଂଶୁମାନ ରଥ

ରାୟଗଡା : ବର୍ତ୍ତମାନ ଭାରତ ଦେଶରେ ଥିବା ବିଭିନ୍ନ ଭାଷା ସଂସ୍କୃତିର ଆଦାନ ପ୍ରଦାନ ସକାଶେ କେନ୍ଦ୍ର ସରକାର ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ଯାହା କି ଆମ ଦେଶ ସ୍ୱଧୀନତା ର ୭୫ ବର୍ଷ ପୂର୍ତ୍ତି ପାଳୁଥିବା
Read More...

ଗଜପତି ଜିଲ୍ଲାରେ ଭାରତୀୟ ଖାଦ୍ୟ ଯୋଗାଣ ନିଗମ ତରଫରୁ ଅନ୍ନ ଯୋଜନା ଓ ସାଧାରଣ ବଣ୍ଟନ ପ୍ରକ୍ରିୟା ସମ୍ବନ୍ଧୀୟ…

ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ‘ସ୍ୱାଧିନତାର ଅମୃତ ମହୋତ୍ସବ ସପ୍ତାହ’ଭାରତୀୟ ଖାଦ୍ୟ ନିଗମ(ଏଫସିଆଇ)ର ବ୍ରହ୍ମପୁର ମଣ୍ଡଳ ତରଫରୁ ଅନ୍ନ ଯୋଜନା ଓ ସାଧାରଣ
Read More...

ଆଜାଦିକା ଅମୃତ ମହୋତ୍ସବ ଅବସରରେ ଛତ୍ରପୁର ବ୍ଲକସ୍ତରୀୟ ସ୍ବାସ୍ଥ୍ୟ ମେଳା

ବ୍ରହ୍ମପୁର : ଆଜାଦିକା ଅମୃତ ମହୋତ୍ସବ ଅବସରରେ ଛତ୍ରପୁର ବ୍ଲକସ୍ତରୀୟ ସ୍ବାସ୍ଥ୍ୟମେଳା ଛତ୍ରପୁରର ରୋଟାରୀ କ୍ଲବ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ମୁନିସିପେଣ୍ଠ ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସୌଜନ୍ୟରେ
Read More...

ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୀ : ଆଜାଦି କା ଅମୃତ ମହୋତ୍ସବ ପାଳନ ଅଧିନରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି । ଏଥିମଧ୍ୟରେ ସ୍ବଚ୍ଛତା ଅଭିଯାନ ଅନ୍ୟତ୍ତମ । ଏହି ଉପଲକ୍ଷେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସଫେଇ ଅଭିଯାନ ଏମାର ମଠ ପରିସରରେ
Read More...

” ସ୍ୱଚ୍ଛ ଭାରତ” ନିମନ୍ତେ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ବୈଠକ

ଖୋର୍ଦ୍ଧା : ଆଯାଦିର ଅମୃତ ମହୋତ୍ସବ ଉପଲକ୍ଷେ " ସ୍ୱଚ୍ଛ ଭାରତ" ନିମନ୍ତେ ନେହେରୁ ଯୁବକେନ୍ଦ୍ର ଖୋର୍ଦ୍ଧା ପକ୍ଷରୁ ଏକ ବୈଠକ ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ
Read More...