ଦୁଷ୍କର୍ମ ଅଭିଯୁକ୍ତକୁ ଜେଲ୍ ଓ ଜରିମାନା
ଜଣେ ଭିନ୍ନକ୍ଷମ ଯୁବତୀ ଗାଁ ପାଖ ନାଳକୁ ଶୌଚ ପାଇଁ ଯାଇଥିଲେ। ସେହି ସମୟରେ ଡୁମେରପଡ଼ା ଗାଁର ରବି ହଂସ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପୀଡ଼ିତାଙ୍କ ଏତଲା ପରେ ପୁଲିସ ରବି ହଂସକୁ ଗିରଫ କରିଥିଲା। ଦୋଷୀ!-->…
Read More...
Read More...