Browsing Tag

sitansu sekhar

ଆଖଣ୍ଡଳମଣିଙ୍କ ମନ୍ଦିରରେ ସମ୍ପନ୍ନ ହେଲା ଦେବଦମ୍ପତିଙ୍କ ବିବାହ

ପଶ୍ଚିମବଙ୍ଗ ମୟୁରଚୂଳିଆ ବାଦ୍ଯସହ ରାଜ୍ଯର ବିଭିନ୍ନ ଜିଲାର ପାରମ୍ପରିକ ବାଦ୍ଯରେ ଦୁଲୁକିଲା ଆରଡିପୀଠ ଦୀର୍ଘ ୨ବର୍ଷ ପରେ କଟକଣା ପରେ ଚଳିତବର୍ଷ ମହାଆଡମ୍ବର ସହ ପାଳନ ହୋଇଛି ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ
Read More...

ସୁପରଭାଇଜର ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଅନିୟମିତତା

ଯାଜପୁର ଜିଲା ଅଙ୍ଗନବାଡି କେନ୍ଦ୍ରର ସୁପରଭାଇଜର ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଅନିୟମିତତା ଅଭିଯୋଗ । ଏହାର ପ୍ରତିବାଦ କରି ଯାଜପୁର ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ମୁତାବକ ଜିଲାର
Read More...

ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ରେ ନାରାୟଣ ପ୍ରଥମ

ଜାତୀୟ ତାପଜ ବିଦ୍ୟୁତ କେନ୍ଦ୍ର ଅନୁକୂଲ୍ୟ ରେ ଆୟୋଜିତ ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ରେ ଯାଜପୁର ଜିଲ୍ଲା ଦଶରଥ ପୁର ବ୍ଲକ ଅନ୍ତର୍ଗତ କଟିକାଟା ଗ୍ରାମ ର ସୁବାସଚନ୍ଦ୍ର ପଣ୍ଡା ଙ୍କ ପୁଅ ନାରାୟଣ ଚନ୍ଦ୍ର
Read More...

ଯୋଡ଼ା ଲାଓ ପ୍ୟାଲେଶ ଯୋଡ଼ା ବନ୍ଧୁ ମିଳିନ

ଯୋଡ଼ା ଲାଓ ପ୍ୟାଲେଶ ଯୋଡ଼ା ପ୍ରେସ କ୍ଲବ ତରଫରୁ ସଭାପତି ଆନୁକୂଲ୍ୟରେ ଏକ ବନ୍ଧୁ ମିଳିନ ଅନୁଷ୍ଠିତ ହୋଇଯାଉଛି।ଏହି ବନ୍ଧୁ ମିଳନରେ ସାମ୍ବାଦିକ ଓ ସମାଜସେବୀ ବୈଠକରେ ସାମିଲ ହୋଇଥିଲେ ।ଯୋଡ଼ା ବ୍ଲକ ର ଦ୍ରୁନୀତି କୁ
Read More...

ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵବିଦ୍ୟାଳୟ ର କେଉଁଝର କ୍ୟାମ୍ପସ ରେ ଛାତ୍ର ଆନ୍ଦୋଳନ

ପରୀକ୍ଷା ଫର୍ମ ଫିଲପ୍ ଫିସ କୁ ବିରୋଧ କରି ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵବିଦ୍ୟାଳୟ ର କେଉଁଝର କ୍ୟାମ୍ପସ ରେ ଛାତ୍ର ଛାତ୍ରୀ ମାନେ ଆନ୍ଦୋଳନ କରିଛନ୍ତି। ୨ ୟ ସେମିଷ୍ଟର ପରୀକ୍ଷା ବାତିଲ ହେବା ପରେ
Read More...

ଲାଞ୍ଚ ନେଇ ଥାନା ବାବୁ ଗିରଫ

ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଏସ ଆଇ ଫକୀର ମୋହନ ସିଂହ ଏକ ମାମଲା ର ରଫା ଦଫା କରିବା ପାଇଁ ୬୦୦୦ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ଵାରା ଗିରଫ। କଲ୍ୟାଣ ପୁର ପଞ୍ଚାୟତ ର ବସନ୍ତ କୁମାର ଜେନା ଙ୍କୁ ଏକ
Read More...

ମାଡ଼ ଖାଇଲେ ଯୁବକ

ଦୁର୍ନୀତି ର ପ୍ରତିବାଦ କରି ମାଡ଼ ଖାଇଲେ ଯୁବକ। ଗୁରୁତର ଅବସ୍ଥାରେ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତର ଖାନା ରେ ଭର୍ତ୍ତି। ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଫତେପୁର ପଂଚାୟତରେ ମନରେଗା ଦୁର୍ନୀତିର ତଦନ୍ତ ପାଇଁ
Read More...

ଦ୍ୱିତୀୟ ବିବାହ କୁ କେନ୍ଦ୍ର କରି ଦେଖାଦେଇଛି ବିବାଦ

ପ୍ରଥମ ବିବାହ ର ବିବାଦ ସମାଧାନ ନ ହେଉଣୁ ଦ୍ୱିତୀୟ ବିବାହ କୁ କେନ୍ଦ୍ର କରି ଦେଖାଦେଇଛି ବିବାଦ। ଯାଜପୁର ଜିଲ୍ଲା ବିଂଝାରପୁର ଥାନା ସିଂହପୁର ଗ୍ରାମର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି l ଗ୍ରାମର ଶମର କେଶରୀ
Read More...

ଆମ୍ବୁଲାନ୍ସ ଯୋଗେ ଚାଲାଣ ହେଉଥିଲା ଗଞେଇ ଭଦ୍ରକ ଟାଉନ ପୋଲିସ ପଞ୍ଜାରେ ଧରାପଡିଲେ ୮ ଯୁବକ ସହ ୪୫ କିଲୋ ଗଞ୍ଜେଇ

ଏମଭି ଚେକିଂ ସମୟରେ ଖୋଲିଲା ଗଞ୍ଜେଇ ଚୋରା ଚାଲାଣ କରୁଥିବା ରାକେଟର ଗୁମର। ଗିରଫ ହେଲେ ୮ ଜଣ ଯୁବକ । ଜବତ ହେଲା ୪୫ କିଲୋ ଗଞ୍ଜେଇ, ମାରଣାସ୍ତ୍ର, ୮ଟି ମୋବାଇଲ, ୧୦ ହଜାର ଟଙ୍କା କାର ସହ ଗୋଟିଏ ଆମ୍ବୁଲାନ୍ସ। ଖବର
Read More...

ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ବୃଦ୍ଧା

ଭଦ୍ରକ ଜିଲ୍ଲା ପିରହାଟ ଥାନା ଅଧିନ ପିରହାଟ ବଜାରରେ ଘଟିଲା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ସାହାପୁର ପଞ୍ଚାୟତ ଅନ୍ତର୍ଗତ ଜାଫରାବାଜ ମଲ୍ଲିକ ସାହିର ବାସନ୍ତୀ ମଲ୍ଲିକ(୬୨) ଦୁର୍ଘଟଣା ସ୍ଥାନରେ
Read More...