ରାଜଧାନୀ ଭୁବନେଶ୍ୱର ରେ କାଳବୈଶାଖୀ ର ତାଣ୍ଡବ

0 87

ଆଜି ଅପରାହ୍ନ ୩.୩୦ ପରେ ହଠାତ ଖୁବ ଜୋରରେ ପବନ ବହିବା ଆରମ୍ଭ ହୋଇଥିଲା , ଏହାପରେ ଆକାଶ କଳା ରଙ୍ଗର ବଦଳରେ ଘୋଡାଇ ହୋଇ ପୁରା ଅନ୍ଧାର ହଵାଈ ଯାଇ ଥିଲା , ପରେ ପରେ ଖୁବ ଜୋରରେ ପବନ ଓ ବର୍ଷା ଆରମ୍ଭ ହୋଇଗଲା , ଏଥିରେ ଦୁଇ ନମ୍ବର ୟୁନିଟ ରେ ବ୍ୟାପକ କ୍ଷୟକ୍ଷତି ହୋଇଛି , ଅଶୋକନଗର ଅଂଚଳ ରେ ହୋଇଥିବା କ୍ଷୟକ୍ଷତି ର ଫଟ ଚିତ୍ର ବିରୁ ସାହୁ ଙ୍କ କ୍ୟାମେରା ରୁ ….


ଇଷ୍ଟର୍ନ ପ୍ରେସ ଏଜେନସି ( ଇପିଏ ନିଉଜ )

Leave A Reply

Your email address will not be published.