ତିର୍ତୋଲ : ତିର୍ତ୍ତୋଲ ର ଅଗ୍ରଣୀ ସ୍ଵଚ୍ଛା ସେବି ଅନୁଷ୍ଠାନ ସଂକଳ୍ପ ତରଫରୁ ୭୩ ତମ ବନ ମହୋତ୍ସବ ଗରାମ ପଞ୍ଚଯାତ ବଡ଼ିଯାଙ୍ଗା ବୁଢ଼ୀ ଜାଗୁଳାଇ
ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି l ଗରମ ପଞ୍ଚଯାତ ର ସରପଞ୍ଚ ପ୍ରଦୁମ୍ନଚାଇନି ଏଥରେ ସଭାପତିତ୍ୱ କରି ଥିଲେ, ଅନୁଷ୍ଠାନ ତରଫରୁ ଵୃକ୍ଷ ରୋପଣ କରାଯାଇ ଥିଲା l ଏତତବ୍ୟତୀତ ଚଳିତ ମାଟ୍ରିକି ପରୀକ୍ଷା ରେ ଅନାଥ ବାଳିକା ତପସ୍ୱନୀ ଜେନା 405ନମ୍ବର ରଖି ପ୍ରଥମ ଶ୍ରେଣୀରେଉତୀର୍ଣ୍ଣ ହୋଇ ଥିବାରୁ ତାଙ୍କୁ ସରପଞ୍ଚ ଶ୍ରୀ ରଥ ସମ୍ବର୍ଦ୍ଧିତ କରି ଥିଲେ l ସଂକଳ୍ପ ତରଫରୁ ପ୍ରଦୁମ୍ନ ରଥ, ଦେବେନ୍ଦ୍ର ନାଏକ, ବିଶ୍ୱଜିତବିଶ୍ଵାଳ, ଉପ ସଭାପତି ବ୍ରଜ ଆଚାର୍ଯ୍ୟ ପ୍ରମୁଖ ଏହି ବନମହୋତ୍ସବ ଆୟୋଜନ କରି ଥିଲେ l
ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )