ଜଳଶକ୍ତି କେନ୍ଦ୍ରିୟ ଟିମ ପରିଦର୍ଶନ କଲେ ବିଭିନ୍ନ ପ୍ରକଳ୍ପ

0 12

ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ତଦାରଖ କରିବା ପାଇଁ କେନ୍ଦ୍ର ପଞ୍ଚାୟତିରାଜ ଓ ଜଳଶକ୍ତି ବିଭାଗ ର ଏକ ପ୍ରତିନିଧିଦଳ ନୋଡାଲ ଅଫିସର ଡା:ଚନ୍ଦ୍ର ଶେଖର କୁମାର ଙ୍କ ନେତୃତ୍ବ ରେ ବଲାଙ୍ଗୀର ପହଞ୍ଚି ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ଜିଲ୍ଲାର ଟିଟିଲାଗଡ ଉପଖଣ୍ଡ ରେ ଚାଲିଥିବା ଚେକ ଡ୍ୟାମ,ଜଳ ବିଶୋଧନକେନ୍ଦ୍ର,ବର୍ଷା ଜଳସଂରକ୍ଷଣପ୍ରକଳ୍ପ,ଅମୃତ ସରୋବର ଯୋଜନା ଗୁଡିକ ବୁଲି ଦେଖିଲେ। ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ଚଞ୍ଚଳ ରଣା,ଉପ ଜିଲ୍ଲାପାଳ ସତ୍ଯବାନ ମନୋଜ ମହାଜନ ଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ।

ବଲାଙ୍ଗିର ଇପିଏ ରୁ ବ୍ୟୁରୋ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.