ଗଛରେ ଝୁଲିଛି ମହିଳାଙ୍କ ମୃତ ଦେହ
କେନ୍ଦୁଝର :ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସାମନ୍ତରାପୁର ପଞ୍ଚାୟତ ର ଛତିଆ ଗ୍ରାମରେ ଜନେ ମହିଳାଙ୍କ ମୃତ ଦେହ ଆମ୍ବ ଗଛରେ ଝୁଲୁଛି, ମହିଳା ଜଣଙ୍କର ନାମ କଣ୍ଢେଇ ନାୟକ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି ପୂର୍ବରୁ ତେଲକୋଇ ଅଞ୍ଚଳରେ ବିବାହ କରି ଏକ ସନ୍ତାନ ଛାଡି ଆସିଥିବା ବେଳେ ତା ବାପ ଘର ଖଣ୍ଟଘର ରେ ରହୁଥିଲା ତିନି ମାସ ତଳେ ସେ ଛତିଆ ଗ୍ରାମର ପପୁ ନାୟକ କୁ ପ୍ରେମ ଜାଲରେ ଫସାଇ ସେଠାରେ ରହୁଥିଲା ପପୁ କାମ କରିବା ପାଇଁ ତାମିଲନାଡୁ ଯାଇଥିବା ବେଳେ ସେ ଏକୁଟିଆ ରହୁଥିଲା ଏଣୁ ମାନସିକ ଭାରସାମ୍ୟ ହରାଇ ଗତ ରାତି ରେ ଗୋଟିଏ ଗଛରେ ଦଉଡି ଦେଇ ଆତ୍ମହତ୍ଯା କରିଥିବା ସନ୍ଦେହ କରାଯାଉଛି l
କେନ୍ଦୁଝର ଇପିଏ ରୁ ଶିବ ରଞ୍ଜନ ଦେ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )