ସତ୍ୟ ର ବାସ୍ତବ ଚିତ୍ର
ଏବେ ଗରମ ବଢ଼ିବାରେ ଲାଗିଛି l ବିଭିନ୍ନ ସମୟରେ କିଛି ଖରା ଗରମ ରକ୍ଷା ପାଇଁ ମଣିଷ ଅନେକ ପ୍ରୟାସ କରିଥାଏ l ସେହି ପରି ମାଙ୍କଡ଼ ମାନେ ଭି ଆମ ବହୁ ପୂର୍ବ ପିଢ଼ି ମାଙ୍କଡ଼ ଥିଲେ ବୋଲି ଆମେ ପାଠ ମାଦ୍ୟମ ରେ ପଢି ଆସୁଛୁ l କିନ୍ତୁ ଆମେ ଏବେ ବାସ୍ତବ ଭି ଦେଖୁଚୁ ଏବଂ ଏକ ସାମଂଜସ୍ୟ ବିଡ଼ିଓ ରେ ଦେଖିବୁ l ଯାହା ସତ ତାହା କେବେ ଲୁଚି ରୁହେନା l
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି ) ରିପୋର୍ଟ