ଟ୍ରେନ ଦୁର୍ଘଟଣା: ପ୍ରାରମ୍ଭିକ ଯାଂଚ ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଲେ ତଦନ୍ତକାରୀ ଅଫିସର

0 9

ରେଳବାଇର ପ୍ରାରମ୍ଭିକ ତଦନ୍ତରେ ଏହା ସିଗନାଲ ତ୍ରୁଟିଜନିତ ଦୁର୍ଘଟଣା ବୋଲି ଉଲ୍ଲେଖ ରହିଥିଲା । କିନ୍ତୁ ଶ୍ରୀ ମହାନ୍ତ ଏଥିରେ ଅସହମତି ଜଣାଇଛନ୍ତି । ୧୨୮୪୧ କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍ ଲୁପଲାଇନରେ ପହଂଚିବା ପୂର୍ବରୁ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ଶ୍ରୀ ମହାନ୍ତ ଦର୍ଶାଇଛନ୍ତି।


ବାଲେଶ୍ୱର ଜିଲ୍ଲାର ବାହାନଗା ଭୟାବହ ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ଆଜିଠୁ ଆରମ୍ଭ ହୋଇଥିବାବେଳେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି । ଦୁର୍ଘଟଣାର କାରଣ ଜାଣିବାକୁ ରେଳବାଇ ପକ୍ଷରୁ ଗଠିତ ୫ଜଣିଆ ତଦନ୍ତକାରୀ କମିଟି ଯେଉଁ ଯାଂଚ ରିପୋର୍ଟ ଦେଇଥିଲେ, ତାହା ଉପରେ ତଦନ୍ତକାରୀ କମିଟିର ସଦସ୍ୟ ଥିବା ବରିଷ୍ଠ ସେକ୍ସନ ଇଞ୍ଜନିୟର ଏ କେ ମହାନ୍ତ ଅସହମତି ଜଣାଇଛନ୍ତି।
ରେଳବାଇର ପ୍ରାରମ୍ଭିକ ତଦନ୍ତରେ ଏହା ସିଗନାଲ ତ୍ରୁଟିଜନିତ ଦୁର୍ଘଟଣା ବୋଲି ଉଲ୍ଲେଖ ରହିଥିଲା । କିନ୍ତୁ ଶ୍ରୀ ମହାନ୍ତ ଏଥିରେ

ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.